ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

Featured Video Play Icon

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି ଘରେ ଝାଞ୍ଜିପବନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଏହାକୁ ଧ୍ୟାନରେ ରଖି ମାର୍କେଟରେ ଲଞ୍ଚ ହୋଇଛି ଏସି ହେଲମେଟ। ଯାହାକୁ ଆପଣ ପିନ୍ଧି ର୍ନିଦ୍ୱନ୍ଦ୍ୱରେ ଦୂରବାଟ ଯାତ୍ରା କରିପାରିବେ। ସାଧାରଣତଃ କରାଦିନେ ବାହାରକୁ ବାହାରିବା ମୁସ୍କିଲ ହୋଇପଡେ। କିଛିଦିନ ଧରି ଯେପିରି ନିଆଁବର୍ଷା ହେଉଛି ବାହାରକୁ ବାହାରିବା ପାଇଁ ମଧ୍ୟ ଡର ଲାଗୁଛି।

ତେବେ ଏହାର ସମାଧାନ ପାଇଁ ଗୁଜୁରାଟ ଆଇଆଇଏମର ଛାତ୍ରମାନେ ଏକ ନିଆରା କାମ କରିଛନ୍ତି। ଛାତ୍ରମାନେ ଏକ ଶୀତତାପ ନିୟନ୍ତ୍ରିତ ହେଲମେଟ ଆବିଷ୍କାର କରିଛନ୍ତି। ଯାହା ଟଣାଖରାରେ ମଧ୍ୟ ଆରାମ ଦେବ। ଏହି ହେଲମେଟଗୁଡିକ ବ୍ୟାଟେରୀଚାଳିତ। ଯେଉଁମାନେ ଟାଣଖରାରେ ବାହାରେ ରହି କାମ କରୁଛନ୍ତି କିମ୍ବା କୌଣସି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। କହିରଖୁଛୁ କି, ଭଦୋଦର ଟ୍ରାଫିକ ପୋଲିସ ବିଭାଗର କର୍ମଚାରୀମାନେ ଏହି ହେଲମେଟ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ: ୧୦ ଏମ୍‌ପି ନିଲମ୍ବିତ

ନୂଆଦିଲ୍ଲୀ,୨୪।୧: ୱାକଫ ସଂଶୋଧନ ବିଲ ଉପରେ ସଂସଦୀୟ କମିଟି ବୈଠକରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ଥମି ନଥିବା ଦେଖି, କମିଟିର ୧୦ ଜଣ...

ଏହିଦିନ ମହାକୁମ୍ଭରେ ବୁଡ ପକାଇବେ ମୋଦି

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଫେବୃଆରୀରେ ମହାକୁମ୍ଭରେ ସ୍ନାନ କରିବେ। ତାଙ୍କର କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେହି ଦିନ କଂଗ୍ରେସ ରାଜ୍ୟ ସଭାପତି ଅଜୟ...

ସ୍ତ୍ରୀଙ୍କୁ ମନାଇବାକୁ ଆସିଥିଲେ ସ୍ବାମୀ, ବୁଝିଲେନି ସ୍ତ୍ରୀ: ଶେଷରେ ନିଜକୁ ଜାଳିଦେଲେ …

ବେଙ୍ଗାଲୁରୁ,୨୪।୧: ବଢି ଚାଲଇଛି ଘରୋଇ ହିଂସା। ହାଇଦ୍ରାବାଦରେ ଜଣେ ପୂର୍ବତନ ସୈନିକ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଖଣ୍ଡ...

ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ, ଅନେକ ଆହତ

ପୁଣେ,୨୪।୧: ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆହୁରି...

ବାପାଙ୍କୁ ହରାଇଲେ ରାଜପାଲ ଯାଦବ, ୨ ଦିନ ପୂର୍ବେ ମିଳିଥିଲା ହତ୍ୟା ଧମକ

ନୂଆଦିଲ୍ଲୀ,୨୪।୧: ଅଭିନେତା ରାଜପାଲ ଯାଦବଙ୍କ ବାପାଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଅନ୍ତିମ ସଂସ୍କାର ଶାହାଜାହାଁପୁରରେ...

ମନ୍ଦିରରେ ନନ-ଭେଜ ବିରିଆନି ଖାଇଲେ ଏମ୍‌ପି: ମୁଣ୍ଡ ଟେକିଲା ବିବାଦ

ଚେନ୍ନାଇ,୨୪।୧: ତାମିଲନାଡୁରେ ବିରିୟାନି ଖାଇବାକୁ ନେଇ ଏକ ନୂତନ ବିବାଦ ଦେଖାଦେଇଛି। ଭାଜପା ରାଜ୍ୟ ସଭାପତି ଆନ୍ନାମଲାଇ ଏବଂ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ(ଆଇୟୁଏମ୍‌ଏଲ୍‌) ଏମ୍‌ପି...

କର୍ନାଟକରେ ମୁଖ୍ୟମନ୍ତ୍ରୀ ବଦଳାଇବ କଂଗ୍ରେସ? ସିଦ୍ଧରମୈୟାଙ୍କ ବୟାନକୁ ନେଇ ରାଜନୀତି ସରଗରମ

ବେଙ୍ଗାଲୁରୁ,୨୪।୧: କର୍ନାଟକରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିପାରେ। ଯଦିଓ ଦଳ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କିଛି କୁହାଯାଇ ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ...

ମାତା ବୈଷ୍ଣୋ ଦେବୀଙ୍କ ଭକ୍ତିରେ ଲୀନ ଫାରୁକ ଅବଦୁଲ୍ଲା: ଗାଇଲେ ଭଜନ

ଶ୍ରୀନଗର,୨୪।୧: ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଏବଂ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜଣେ ଦମ୍‌ଦାର ରାଜନେତା। ରାଜନୀତି ସହିତ, ଧାର୍ମିକ ପ୍ରସଙ୍ଗରେ ତାଙ୍କର ଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri