ଆବିଲିଟି-ଓ ଥିଲେ ପ୍ରଖର ହୁଏ ସ୍ମରଣଶକ୍ତି

ସାଧାରଣତଃ ଯେଉଁ ବ୍ୟକ୍ତିଙ୍କର ଆଇକ୍ୟୁ (ଇଣ୍ଟେଲିଜେଣ୍ଟ କୋସେଣ୍ଚ) ଯେତେ ଅଧିକ, ସେମାନେ ସେତେ ବୁଦ୍ଧିମାନ୍‌ ବୋଲି କୁହାଯାଏ। ଏମିତିକି ୧୪୦ ଆଇକ୍ୟୁ ଲେବଲ ଥିଲେ ସେମାନଙ୍କୁ ଜିନିୟସ୍‌ ବୋଲି ଧରାଯାଏ। ତେବେ ଜିନିୟସ ହେବା ପଛରେ କେବଳ ଆଇକ୍ୟୁ ନୁହେଁ, କିଛି ବ୍ୟକ୍ତିଙ୍କର ଏକ ବିଶେଷ କ୍ଷମତା ରହିଥାଏ; ଯାହାକୁ ବୈଜ୍ଞାନିକମାନେ ‘ଆବିଲିଟି -ଓ’ ବୋଲି କୁହନ୍ତି। ଆମେରିକାର ଜର୍ନାଲ ଅଫ୍‌ ସାଇକୋଲୋଜିରେ ଏଭଳି ଏକ ରିସର୍ଚ୍ଚ ପ୍ରକାଶ ପାଇଛି…

ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଆବିଲିଟି-ଓ କ୍ଷମତା ଥିବା ବ୍ୟକ୍ତିଙ୍କର ବୁଝିବା ଶକ୍ତି ଏବଂ ସ୍ମରଣ ଶକ୍ତି ବହୁତ ଅଧିକ ଥାଏ। ବେଳେବେଳେ ଏମାନଙ୍କ କ୍ଷମତା ଅଧିକ ଆଇକ୍ୟୁ ଲେବଲ ଥିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ବେଶି ରହିଥାଏ। ଏମିତିକି ଏମାନଙ୍କ ପାଖରେ ବେଳେବେଳେ ସାମାନ୍ୟ ବୁଦ୍ଧି ବିଚାର ଦେଖାଯାଇ ନ ଥାଏ। କିନ୍ତୁ ବିଶେଷ କ୍ଷେତ୍ରରେ ଏମାନଙ୍କ କ୍ଷମତା ବହୁ ଅଧିକ ଜଣାପଡିଥାଏ। ସେଥିପାଇଁ ଏମାନେ ସାଧାରଣ ବ୍ୟକ୍ତିଙ୍କଠାରୁ ଭିନ୍ନ ହୋଇଥାନ୍ତି।
ରିସର୍ଚ୍ଚ ଅନୁସାରେ ଯେଉଁମାନଙ୍କର ସାଧାରଣ ବୁଦ୍ଧି ଅଧିକ ରହିଥାଏ, ସେମାନଙ୍କୁ ଆବିଲିଟି-ଜି ଅର୍ଥାତ୍‌ ଜେନେରାଲ୍‌ ଇଣ୍ଟେଲିଜେନ୍ସ ଶ୍ରେଣୀର ଧରାଯିବ। ଏମାନଙ୍କର ସାମାନ୍ୟ ଜ୍ଞାନର ସ୍ତର ସାଧାରଣ ବ୍ୟକ୍ତିଙ୍କଠାରୁ ଅଧିକ। କିନ୍ତୁ ଆବିଲିଟି- ଓ ଥିବା ବ୍ୟକ୍ତିଙ୍କର କହିବା କଳା ବହୁତ ଅଧିକ ରହିଥାଏ। ଲିଖିତ ପରୀକ୍ଷାରେ ଏମାନେ ସାମାନ୍ୟ ଦୁର୍ବଳ ହୋଇଥିଲେ ବି କହିବାରେ ବେଶ୍‌ ମାହିର ହୋଇଥାନ୍ତି। ଏମାନଙ୍କ ସ୍ମରଣ ଶକ୍ତି ଅତ୍ୟନ୍ତ ପ୍ରଖର।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri