ଝିଅ ଆରଧ୍ୟାଙ୍କ ପାଇଁ କାନ ଫୋଡ଼ାଇଥିଲେ ବାପା ଅଭିଷେକ ବଚ୍ଚନ: କାହିଁକି ଜାଣନ୍ତୁ…

ବାପା, ଝିଅ ସମ୍ପର୍କ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ। ସବୁଘରେ ଝିଅମାନେ ବାପାଙ୍କର ଅଳିଅଳି। ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରଧ୍ୟା ମଧ୍ୟ ବାପାଙ୍କର ଖୁବ୍‌ ଅଳିଅଳି। ଏହି ବାପା-ଝିଅଙ୍କ ସମ୍ପର୍କ ଏତେ ନୀବିଡ ଯେ, ଆରଧ୍ୟା ପାଇଁ ଅଭିଷେକ କାନ ମଧ୍ୟ ଫୋଡାଇବାକୁ ପଛାଇ ନ ଥିଲେ। ପ୍ରକୃତ କଥା ହେଲା ଝିଅର କାମ ଫୋଡ଼ାହେବା ପୂର୍ବରୁ ଅଭିଷେକ ପ୍ରଥମେ ନିଜ କାନ ଫୋଡାଇଥିଲେ। କାରଣ କାନ ଫୋଡିଲେ କେତେ କଷ୍ଟ ହେଉଛି ତାହା ସେ ଜାଣିବାକୁ ଚାହିୁଥିଲେ। ଏହା ପରେ ଝିଅ ଆରଧ୍ୟା କାମ ଫୋଡାଇଥିଲେ।

Share