Posted inଫୁରସତ

ଏମିତି ଗାଁ ଯେଉଁଠି ସମସ୍ତଙ୍କର ନାଁ ଇଂରାଜୀ ଶବ୍ଦରେ; କାରଣ ଜାଣିଲେ ଯେ କେହି ହସିବେ…

ଦୁନିଆ ଅଜବ ଜିନିଷରେ ପରିପୂର୍ଣ୍ଣ। ଖାଦ୍ୟପେୟଠାରୁ ଆରମ୍ଭ କରି ପୋଷାକ, ଭ୍ରମଣ ଏବଂ ବିଭିନ୍ନ ସ୍ଥାନର ଅଦ୍ଭୁତ ନାମ ରହିଛି। କେବଳ ଏତିକି ନୁହେଁ, ଅନେକ ଅଜବ ପରମ୍ପରା ମଧ୍ୟ ସାରା ବିଶ୍ୱରେ ରହିଛି। ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ନିଜ ପିଲାମାନଙ୍କୁ ନାମ ଇଂରାଜୀ ଶବ୍ଦରେ ରଖିଥାନ୍ତି। କାରଣ ଏହି ଗାଁର ଲୋକମାନେ ଇଂରାଜୀକୁ ବହୁତ ଭଲ ପାଆନ୍ତି। ଆଶ୍ଚର୍ଯ୍ୟର କଥା ଏହା ଯେ ଯେଉଁମାନେ ସଠିକ ଭାବରେ ଇଂରାଜୀ କହିପାରନ୍ତି ନାହିଁ ସେମାନେ ମଧ୍ୟ ପିଲାଙ୍କ ନାମ ଇଂରାଜୀ ଶବ୍ଦରେ ରଖିଥାନ୍ତି। ଶୁଣିବା ପାଇଁ ଅଜବ ଲାଗୁଥିଲେ ହେଁ ଏହା ସତ।

ମେଘାଳୟର ଖାସି ପାହାଡ ଜିଲାରେ ଅବସ୍ଥିତ ଏହି ଗାଁର ନାମ ହେଉଛି ଉମନିୟୁ-ତାମର ଏଲାକା। ଏଠାକାର ଲୋକମାନେ ନିଜ ପିଲାଙ୍କ ପାଇଁ ଏପରି ନାମ ରଖିଛନ୍ତି, ଯାହା ଶୁଣିବା ପରେ ଯେ କେହି ହସିବେ। ସେମାନେ ଇଟାଲୀ, ଆର୍ଜେଣ୍ଟିନା, ସ୍ବିଡେନ, ଇଣ୍ଡୋନେସିଆ, ଫ୍ରାନ୍ସ ଏବଂ ଆମେରିକା ଭଳି ଦେଶ ନାମରେ ପିଲାଙ୍କ ନାଁ ରଖିଛନ୍ତି। ପ୍ରୋମିସ୍‌ଲ୍ୟାଣ୍ଡ, ହୋଲିଲ୍ୟାଣ୍ଡ ଏବଂ ଜେରୁଜେଲମ ନାମରେ ଲୋକମାନେ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ଲୋକମାନେ ନିଜ ପିଲାମାନଙ୍କ ପାଇଁ ସଣ୍ଡେ, ମଣ୍ଡେ, ଟ୍ୟୁଜ୍‌ଡେ୍‌ଠାରୁ ଆରମ୍ଭ କରି ଜ୍ୟୁପିଟର, ପ୍ଲୁଟୋ ଏବଂ ମାର୍ସ ଭଳି ଗ୍ରହର ନାମ ମଧ୍ୟ ରଖିଛନ୍ତି।

ବାଂଲାଦେଶ ସୀମାବର୍ତ୍ତୀ ଏହି ଗ୍ରାମରେ ୮୫୦ ପୁରୁଷ ଏବଂ ୯୧୬ ମହିଳା ବାସ କରନ୍ତି। କିନ୍ତୁ, ଏହି ଗାଁ ଲୋକମାନଙ୍କ ନାମକୁ ନେଇ ବେଶ ପ୍ରସିଦ୍ଧ। ଅନେକ ଲୋକ ଅଛନ୍ତି ଯେଉଁମାନେ ଆଦୌ ଇଂରାଜୀ ଜାଣନ୍ତି ନାହିଁ, ସେମାନେ ଅନ୍ୟମାନଙ୍କ କଥା ଶୁଣିବା ପରେ ନିଜ ପିଲାମାନଙ୍କର ନାମକୁ ଇଂରାଜୀ ଶବ୍ଦରେ ମଧ୍ୟ ରଖନ୍ତି। ବିଶେଷ କଥା ହେଉଛି ଏଠାରେ ଥିବା ଲୋକମାନେ ଇଂରାଜୀ ଶବ୍ଦର ନାମକରଣ କରିବାକୁ ପସନ୍ଦ କରନ୍ତି। ପ୍ରସିଦ୍ଧ କିମ୍ବା କାହାର ମୁଖରୁ କିମ୍ବା ଚଳଚ୍ଚିତ୍ରରେ ଶୁଣିଥିବା ନାମକୁ ମଧ୍ୟ ସେ ପସନ୍ଦ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri