ଅଦରକାରୀ ପ୍ଲାଷ୍ଟିକ୍‌ର ନୂଆ ରୂପ…

ପ୍ଲାଷ୍ଟିକ୍‌ ବୋତଲ୍‌ଗୁଡ଼ିକୁ ବ୍ୟବହାର କରିସାରିବା ପରେ ବାହାରେ ନ ଫିଙ୍ଗି ବିଭିନ୍ନ ଆକୃତିରେ କାଟି ଗଛ ଲଗାଇବା ପାଇଁ ବ୍ୟବହାର କରିପାରିବେ। ଏଥିରେ ଓ୍ବାଲ୍‌ ହାଙ୍ଗିଙ୍ଗ୍‌ ଗାର୍ଡ଼େନ ମଧ୍ୟ କରିପାରିବେ।
ଯଦି ଆପଣଙ୍କର ଆର୍ଟ କିମ୍ବା କ୍ରାଫ୍ଟ କରିବାରେ ରୁଚି ରହିଛି , ତେବେ ଅଦରକାରୀ ପ୍ଲାଷ୍ଟିକ୍‌ ଜିନିଷଗୁଡ଼ିକୁ ନିଜ ମନ ପସନ୍ଦ ଡିଜାଇନ୍‌ର କାଟି ଫ୍ଲାଓ୍ବାରପଟ୍‌, ଫ୍ଲାଓ୍ବାରଭେସ୍‌ ଆଦି ପ୍ରସ୍ତୁତ କରିପାରିବେ ।
ପେନ୍‌ ଷ୍ଟାଣ୍ଡ, ପେପର୍‌ ଷ୍ଟାଣ୍ଡ, ମୋବାଇଲ୍‌ ଷ୍ଟାଣ୍ଡ, ବ୍ରସ୍‌ ଷ୍ଟାଣ୍ଡ, ଜୁଏଲେରି ଷ୍ଟାଣ୍ଡ, ବୁକ୍‌ ସେଲ୍ଫ ଆଦି ମଧ୍ୟ ପ୍ଲାଷ୍ଟିକ୍‌ରୁ କରିପାରିବେ। ଏହାକୁ ବିଭିନ୍ନ କଲର ଦେଇ ସଜାଇପାରିବେ।
ଘର ଅଗଣାରେ ଯଦି ଗଛ ଅଛି ତେବେ ସେଥିରେ ଦଉଡ଼ି ଲଗାଇ ପ୍ଲାଷ୍ଟିକ୍‌ ପାତ୍ରରେ ପକ୍ଷୀମାନଙ୍କ ପାଇଁ ଖାଇବା ରଖିବା ସହ ସେମାନଙ୍କ ପାଇଁ ବସା ବି କରିପାରିବେ।
ମହିଳାମାନଙ୍କୁ ମୁଖ୍ୟତଃ ରୋଷେଇ ଘର ସଜେଇବାକୁ ଭଲ ଲାଗେ। ତେଣୁ ସେମାନେ ଚାହିଁଲେ ଅଦରକାରୀ ପ୍ଲାଷ୍ଟିକ୍‌ ଡବାରେ ସୁନ୍ଦର ସୁନ୍ଦର କିଚେନ୍‌ କଣ୍ଟେନର୍‌ ପ୍ରସ୍ତୁତ କରିପାରିବେ।
ପ୍ଳାଷ୍ଟିକ୍‌ ବୋତଲରେ ବିଭିନ୍ନ ଷ୍ଟାଇଲ୍‌ର ଫ୍ଲାଓ୍ବାର୍‌, ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ଆଦି ପ୍ରସ୍ତୁତ କରି କାନ୍ଥରେ ଟାଙ୍ଗି ଘରକୁ ଆଟ୍ରାକ୍‌ଟିଭ୍‌ ଲୁକ୍‌ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

  ପୁଣି ରାଜ୍ୟ ପାଇଁ  ଗୌରବ ଆଣିଛି ଗଞ୍ଜାମ: ମିଳିଲା ୩ ଜାତୀୟ ପୁରସ୍କାର 

ଛତ୍ରପୁର,୧।୪ (ଦିଲ୍ଲୀପ ସାମଲ): ପୁଣି ରାଜ୍ୟ ପାଇଁ  ଗୌରବ ଆଣିଛି ଗଞ୍ଜାମ। ଜିଲାକୁ ମିଳିଛି ୩ଟି ଜାତୀୟ ପୁରସ୍କାର। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର…

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri