Posted inଫୁରସତ

ଏହି ଫୁଲକୁ ଭାରତରେ ପ୍ରତିଦିନ ପସନ୍ଦ କରୁଛନ୍ତି ୯୦ ଲକ୍ଷରୁ ଅଧିକ ଲୋକ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ଏମିତି ଏକ ଫୁଲ ଅଛି, ଯାହାକୁ ଲୋକେ ଆଜିକାଲି ବହୁତ ପସନ୍ଦ କରୁଛନ୍ତି। ବିଶେଷକରି ଭାରତରେ ଏହି ଫୁଲକୁ ପ୍ରତିଦିନ ପ୍ରାୟ ୯୦ ଲକ୍ଷ ଲୋକ ପସନ୍ଦ କରୁଛନ୍ତି। ନ୍ୟୁୟର୍କ ଏଷ୍ଟରର ଓ୍ବିକିପିଡିଆ ଫଟୋ ଭାରତୀୟକୁ ବହୁତ ପସନ୍ଦ ଆସୁଛି। ଏହା ଏକ ବାଇଗଣୀ ରଙ୍ଗର ଫୁଲ ଅଟେ। ଯାହା ଉତ୍ତରପୂର୍ବ ଆମେରିକା ଅଞ୍ଚଳରେ ଦେଖିବାକୁ ମିଳେ।

ଉଇକିପିଡଆର ମେଶିନ ଲର୍ନିଂ ନିର୍ଦ୍ଦେଶକ କ୍ରିସ୍‌ ଆଲବନ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। ଏହି ଫୁଲ ଦେଖିବା ପାଇଁ ଓ୍ବିକିପିଡିଆରେ ଟ୍ରାଫିକ୍‌ ଖୁବ୍‌ ବଢ଼ିଛି। ସେ ଲେଖିଛନ୍ତି, ଏହାର ରହସ୍ୟ ବିଷୟରେ ଏହି ପ୍ରକୃତ ଲାଇଭ୍‌ ଟିକେଟ୍‌ ଯାଞ୍ଚ କରନ୍ତୁ। ମିଡିଆ ପାଇଁ ଆମର ଗୋଟିଏ ଡାଟା ସେଣ୍ଟରରୁ ସମସ୍ତ ଅନୁରୋଧର ୨୦% ହେଉଛି ଫୁଲର ଏହି ପ୍ରତିଛବି ପାଇଁ। ଆଲବିନ୍‌ କହିଛନ୍ତି, କେହି ଜାଣନ୍ତି କି କାହିଁକି?

ଏହି ପୋଷ୍ଟର ଏତେ ଟ୍ରାଫିକ ବୃଦ୍ଧି ପାଇଛି ଯେ, ଯାହା ଅତ୍ୟନ୍ତ ଅଜବ। କାରଣ ଏହା କ୍ରମାଗତ ଭିନ୍ନ ଭିନ୍ନ ଆଇପିରୁ ଆସିଥାଏ। ପ୍ରତିଦିନର ଟ୍ରାଫିକୁ ଅନୁସରଣ କରେ। ତେଣୁ ଆମେ ଅନୁମାନ କରୁଛୁ ଯେ, ଭାରତୀୟମାନେ କେତେକ ମୋବାଇଲ ଆପ୍‌ ମୁଖ୍ୟତଃ ହଟ୍‌ଲିଙ୍କ୍‌ସ ବ୍ୟବହାର କରନ୍ତି। ଯାହାର ଉଦହାରଣ ଏହି ଫୁଲର ଫଟୋ।

ବାଇଗଣୀ ରଙ୍ଗର ଏହି ଫୁଲର ରହସ୍ୟ ଅନୁସନ୍ଧାନ କରୁଥିବା ଲୋକମାନେ ଅନୁମାନ କରିଥିଲେ ଯେ, ଟିକ୍‌ଟକ ପ୍ରତିବନ୍ଧକ ପରେ ଡିଜାଇନ୍‌ ହୋଇଥିବା ବିଭିନ୍ନ ଆପ୍‌ ମଧ୍ୟରୁ ଗୋଟିଏ ଭାରତରେ ବହୁଳମାତ୍ରାରେ ବ୍ୟବହୃତ ହେଉଛି। ପରେ ଆଲବନ କହିଛନ୍ତି, ଏହି ଟ୍ରାଫିକ୍‌ କେବଳ ଭାରତର ଏକ ଲୋକପ୍ରିୟ ଆପ୍‌ରୁ ହିଁ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri