୨ ସେନା ହେଲିକପ୍ଟର ଧକ୍କା: ଚାଲିଗଲା ୯ ଜୀବନ

ଫର୍ଟ କ୍ୟାମ୍ପବେଲ୍‌, ୩୦ା୩: ଆମେରିକା ସେନାର ଦୁଇ ବ୍ଲାକ୍‌ ହକ୍‌ ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଶିକ୍ଷଣ ଉଡ଼ାଣ ବେଳେ କେଣ୍ଟୁକିଠାରେ ଏହି ଦୁର୍ଘଟଣା ଘଟିଥିବା ସାମରିକ ମୁଖପାତ୍ର ନୋଣ୍ଡିସ୍‌ ଥୁର୍‌ମାନ କହିଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ଚାଲିଛି।

Share