୮ମ ଜିଲା ପରିଷଦ ବୈଠକ: ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ମନରେଗା ସହିତ…

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲାପରିଷଦର ୮ମ ବୈଠକ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନରେଗା ଗ୍ରାମୀଣ ଗୃହ ସହିତ ବିଭିନ୍ନ ବିଭାଗର ବୈଠକରେ ଆଲୋଚନା ହୋଇଥିଲା।

ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର  ଯୋଗ ଦେଇ ମନରେଗା ସହିତ ବିଭିନ୍ନ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଗଞ୍ଜାମ ଜିଲାପରିଷଦର ଉପାଧ୍ୟକ୍ଷା ଏସ୍‌. ରାଜେଶ୍ୱରୀ ଦୋରା, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲାପରିଷଦର ଇନ୍‌ଚାର୍ଜ ସିଡିଓ ବିଜୟ କୁମାର ବେହେରା, ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର ପ୍ରମୁଖ ମଞ୍ଚାସୀନ ରହିଥିବାବେଳେ ଜିଲାପରିଷଦ ସଭ୍ୟା/ସଭ୍ୟ, ବ୍ଲକ ଅଧ୍ୟକ୍ଷା/ଅଧ୍ୟକ୍ଷ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

‘ଯେମିତି କରିବ ସେମିତି ମିଳିବ…’, ଚାଚା ନୀତୀଶଙ୍କୁ ନେଇ ଏମିତି କ’ଣ କହିଦେଲେ ରୋହିଣୀ? ଯାହାକୁ ନେଇ ହେଲାଣି ଖୁବ ଚର୍ଚ୍ଚା

ପାଟନା,୬।୩: ନୀତୀଶ କୁମାର ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି (ନୀତୀଶ କୁମାର ରାଜ୍ୟ ସଭା…

ଘରେ ଶୋଇଥିବାବେଳେ ନାବାଳିକାଙ୍କୁ ବଳାତ୍କାର, ଆସାମୀଙ୍କୁ ଅଦାଲତ ଶୁଣାଇଲେ ଏହି ରାୟ…

କଟକ,୬ା୩(ପ୍ରଭୁକଲ୍ୟାଣ ମହାପାତ୍ର): ନାବାଳିକା ବଳାତ୍କାର ମାମଲାରେ ଆସାମୀକୁ ଶୁକ୍ରବାର ସଜା ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ଆସାମୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ…

ନୀତୀଶ କୁମାରଙ୍କୁ ବିରୋଧ କଲେଣି ପରିବାର, ମୋଦିଙ୍କ ପୋଷ୍ଟରରେ ଲଗାଇଲେ କାଳି, ‘ଲଲନ ସିଂ, ସଞ୍ଜୟ ଝା ସଭିଙ୍କ ଉପରେ…’

ପାଟନା,୬।୩: ନୀତୀଶ କୁମାର ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବିହାରରୁ ତାଙ୍କ ବିଦାୟ କେବଳ ଦଳୀୟ କର୍ମୀଙ୍କୁ ନୁହେଁ…

T୨୦ ବିଶ୍ୱକପ୍‌ ଜିତିବାକୁ ହେଲେ ଅଭିଷେକ-ବରୁଣଙ୍କୁ ବାହାର କର…ଦଳ ପାଇଁ ବୋଝ ପାଲଟିଲେଣି ବିଶ୍ୱର ନଂ-୧ ଖେଳାଳି 

ନୂଆଦିଲ୍ଲୀ,୬।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିବା…

ଘରେ ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ଖବରକାଗଜ ବିତରକ: ଖେଳିଗଲା ଶୋକର ଛାୟା

ବଞ୍ଚୋ,୬।୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଥାନା ନିକଟ ବଡ଼ଦାଣ୍ଡ ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇ…

ଟି-୨୦ ବିଶ୍ୱକପରେ ଏହି ୮ ଖେଳାଳିଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପାଇଁ ମନୋନୀତ, ଜାଣନ୍ତୁ ଭାରତରୁ କିଏ…

ନୂଆଦିଲ୍ଲୀ,୬।୩: ICC ଟି୨୦ ବିଶ୍ୱକପ ୨୦୨୬ ଏବେ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟର ଶେଷ ମ୍ୟାଚରେ ପରସ୍ପରକୁ ଭେଟିବେ। ଏହି ମହାମୁକାବିଲା…

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ ରାଜନାଥ

ନୂଆଦିଲ୍ଲୀ,୬।୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଚିନ୍ତା ପ୍ରକଟ କରିଛନ୍ତି। ଯୁଦ୍ଧ ପାଇଁ ଦେଶରେ ଅର୍ଥନୈତିକ ପ୍ରଭାବ ପଡ଼ିବା ନେଇ ଚେତାବନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri