‘୭୨ ହୁରେଂ’ର ଫାଷ୍ଟ ଲୁକ ଆଉଟ, ସୁଇସାଇଡ ବମିଂର କଳା ଦୁନିଆର ସତ୍ୟ କହିବ ଫିଲ୍ମ

ମୁମ୍ବାଇ: ସାରା ବିଶ୍ୱ ପାଇଁ ଆତଙ୍କବାଦାଦ ଏକ ବଡ ସମସ୍ୟା। ଏହା ଏବେ ବଢିବଢି ଚାଲିଛି। ସୁଇଓାଇଡ ବମିଂକୁ କେନ୍ଦ୍ର କରି ଏକ ଫିଲ୍ମ ନିର୍ମାଣ କରାଯାଇଛି ‘୭୨ ହୁରେଂ’। ଏହି ଫିଲ୍ମର ଫାଷ୍ଟ ଲୁକ ରିଲିଜ କରି ଦିଆଯାଇଛି।
ଏହି ଅପକମିଂ ମୁଭି ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦକୁ ଦେଖାଇବ। ଏହି ଆତଙ୍କବାଦୀଙ୍କ ମୁଣ୍ଡରେ ଏମିତି ବିଷ ଭର୍ତ୍ତି କରାଯାଉଛି କି ଏମାନେ ନିର୍ଦ୍ଦୋଷ ଲୋକଙ୍କୁ ଜୀବନରୁ ମାରିଦେବା ପୂର୍ବରୁ ଗୋଟିଏ ଥର ବି ଚିନ୍ତା କରୁ ନାହାନ୍ତି। ଏମିତି କିଛି ରିପୋର୍ଟରେ ଦାବି କରାଯାଇଛି କି ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବା ସମୟରେ ସେମାନଙ୍କୁ କୁହାଯାଉଛି କି ମୃତ୍ୟୁ ପରେ ୭୨ ହୁରେଂ ସ୍ବର୍ଗରେ ସେମାନଙ୍କ ସେବା ପାଇଁ ହାଜର ହେବେ। ଏହାପରେ ଏହି ଆତଙ୍କବାଦୀମାନେ ମୃତ୍ୟୁ ପରେ ୭୨ ହୁରେଂଙ୍କ ସହ ସମୟ କାଟିବାର ସ୍ବପ୍ନ ଦେଖୁଛନ୍ତି।
ଫିଲ୍ମର ଟିଜର ଏକ ରିୟଲିଟି ଚେକ ଭଳି ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଇଛି ସୁଇସାଇଟ ବମିଂ ସାଧାରଣ ଲୋକଙ୍କ ବ୍ରେନଓ୍ବାଶର ଫଳାଫଳ। ସାଧାରଣ ଲୋକଙ୍କୁ ଧର୍ମ ଓ ଆସ୍ଥା ନାମରେ ଆତଙ୍କବାଦୀ ହେବାକୁ ବାଧ୍ୟ କରାଯାଇଥାଏ।
ଦୁଇ ଦୁଇଥର ରାଷ୍ଟ୍ରୀୟ ପୁରସ୍କାର ବିଜେତା ଡାଇରେକ୍ଟର ସଞ୍ଜୟ ପୁରଣ ସିଂ ନିର୍ମାଣ କରିଛନ୍ତି। ଏହି ମୁଭିରେ ଦର୍ଶାଯାଇଛି କିପରି ସାଧାରଣ ଲୋକଙ୍କୁ ଧିରେ ଧିରେ ଦିଆଯାଉଥିବା ଦିମାଗି ଜହର ସେମାନଙ୍କୁ ଆତଙ୍କବାଦୀ କରୁଛି। ଏହି ଆତ୍ମଘାତି ଆକ୍ରମଣକାରୀ ବା ସୁଇସାଇଡ ବମିଂ କରୁଥିବା ବ୍ୟକ୍ତି ବି ଆମଭଳି ସାଧାରଣ ପରିବାରର ବୋଲି କୁହାଯାଇଛି। ଏମାନେ କେମିତି ଆତଙ୍କବାଦୀଙ୍କ ଦ୍ୱାରା ଦେଖାଯାଉଥିବା ଭୁଲ ରାସ୍ତା ବ୍ରେନଓ୍ବାଶିଂର ବଳି ଚଢିଯାଇ ପରେ ଆତଙ୍କବାଦୀ ପାଲଟି ଯାଉଛନ୍ତି।
ପଓ୍ବନ ମାଲହୋତ୍ରା ଓ ଆମିର ବଶିରଙ୍କ ଷ୍ଟାରକାଷ୍ଟର ଏହି ମୁଭି ୭ ଜୁଲାଇ ୨୦୨୩ରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri