ଜର୍ଜିଆରେ ୭.୦ ତୀବ୍ରତାଯୁକ୍ତ ଭୂକମ୍ପ…

ତିବିଲିସ, ୨୯।୯ : ଦକ୍ଷିଣ ଜର୍ଜିଆ ନିକଟରେ ଅବସ୍ଥିତ ଦକ୍ଷିଣ ସାଣ୍ଡୱିଚ ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ଗୁରୁବାର ସକାଳ ପ୍ରାୟ ୮ଟା ୩୩ରେ ରେ ଏଠାରେ ୭.୦ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ଧନଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ରିପୋର୍ଟ ମିଳି ନାହିଁ। ସେହିପରି ସୁନାମି ଚେତାବନୀ ମଧ୍ୟ ଦିଆଯାଇ ନାହିଁ।

Share