Advertisement
Posted inଜାତୀୟ

ଖଣି ଭୁଶୁଡି ଚାଲିଗଲା ୪ ଜୀବନ, ଫସି ରହିଛନ୍ତି ୧୨ରୁ ଅଧିକ

ରାୟପୁର,୨।୧୨: ଛତିଶଗଡର ମାଲଗାଓଁରେ ଶୁକ୍ରବାର ଚୂନ ପଥର ଖଣି ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗ୍ରାମବାସୀ ଫସି ରହିଥିବା ଜଣାପଡିଛି। ପୋଲିସ ଏବଂ ଏକ ଏସଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏ ପର୍ଯ୍ୟନ୍ତ ଦୁଇ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ଆସିଥିବା ବରଯାତ୍ରୀଙ୍କୁ ଉପହାରରେ ଦିଆଗଲା ହେଲମେଟ୍‌

ନୂଆଦିଲ୍ଲୀ, ୩।୧୨: ସାଧାରଣତଃ ବରଯାତ୍ରୀଙ୍କୁ କନ୍ୟାଘର ପକ୍ଷରୁ ବିଭିନ୍ନ ପ୍ରକାର ଖାଦ୍ୟରେ ଆପାୟିତ କରାଯାଏ। କିନ୍ତୁ ନୂଆଦିଲ୍ଲୀର ଲକ୍ଷ୍ମଣଗଡରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି।...

ନିର୍ବାଚନରେ ଫାଇଦା ପାଇଁ ବିରୋଧୀ ଉସୁକାଉଛନ୍ତି ହିଂସା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ରାଜଧାନୀରେ ନିଆଁ ଜଳୁଛି। ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରି ଜାତୀୟ ସମ୍ପତ୍ତି ନଷ୍ଟ କରୁଥିବା...

ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଯୋଦ୍ଧାଙ୍କୁ ଫୁଲ, ତାଳିରେ ସ୍ବାଗତ କଲେ ପଡ଼ୋଶୀ

ନୂଆଦିଲ୍ଲୀ,୮।୫:  ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ  ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।...

ଝାଡ଼ଖଣ୍ଡ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମତଦାନ ହାର ୬୨.୦୩ ପ୍ରତିଶତ

ରାଞ୍ଚି,୧୨।୧୨: ଗୁରୁବାର ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟାରେ ମତଦାନ ସରିଥିବା ବେଳେ ଏହି...

ଭୁବନେଶ୍ୱର, ଯୋଧପୁର ଏମ୍ସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୭।୫: ଭୁବନେଶ୍ୱର ଏବଂ ଯୋଧପୁର ଏମ୍ସର ଓକିଲଙ୍କୁ ସୁପ୍ରିମକୋର୍ଟ ସମନ ଜାରି କରି ଅଦାଲତରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏମ୍ସରେ ପୋଷ୍ଟ ଗ୍ରାଜୁଏଟ୍‌...

ଭାରତ ଯୋଡୋ ଯାତ୍ରାର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ,ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ଭାରତ ଯୋଡୋ ଯାତ୍ରାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛିି। ଶନିବାର...

ସବୁଜିମା ସଙ୍କଟ, ରାଜରାସ୍ତା ପାଇଁ ୫୦୦୦ରୁ ଅଧିକ ଗଛ ହାଣ ମୁହଁରେ …

ନୂଆଦିଲ୍ଲୀ,୨୭।୯: ଜାତୀୟ ରାଜପଥ ନିର୍ମାଣ ନେଇ ଏବେ ଦିଲ୍ଲୀରେ ସବୁଜିମା ଉପରେ ସଙ୍କଟ ସୃଷ୍ଟି ହୋଇଛି। ପୂର୍ବ ଏବଂ ଉତ୍ତରପୂର୍ବ ଦିଲ୍ଲୀରେ ହେବାକୁ ଥିବା ୬...

ଏମ୍‌ସିଡି ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଯୋଜନା, ଝୁମ୍ପୁଡ଼ି ବସ୍ତିରେ ଖୋଲିବ ନମୋ ସେବା କେନ୍ଦ୍ର…

ନୂଆଦିଲ୍ଲୀ, ୧୬।୧: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ(ଏମ୍‌ସିଡି) ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ରାଜଧାନୀର ଝୁମ୍ପୁଡ଼ି ବସ୍ତିରେ ନମୋ ସେବା କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଉଛି।...

Advertisement
Archives

Model This Week