Categories: ଜାତୀୟ

୫ ବର୍ଷରେ ୩୦୭ ସିଆର୍‌ପିଏଫ୍‌-ଆସାମ ରାଇଫଲ୍ସ ଯବାନ ହୋଇଛନ୍ତି ଶହୀଦ୍‌…

ନୂଆଦିଲ୍ଲୀ,୨୦।୭ : ଗତ ୫ ବର୍ଷ ମଧ୍ୟରେ ୩୦୭ ଜଣ ସିଆର୍‌ପିଏଫ୍‌ ଏବଂ ଆସାମ ରାଇଫଲ୍ସ ଯବାନ ଶହୀଦ ହୋଇଛନ୍ତି। ଏନେଇ ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୭ଠାରୁ ୨୦୨୧ ମଧ୍ୟରେ ଗତ ପାଞ୍ଚରେ ଏସବୁ ଯବାନମାନେ ଦେଶ ପାଇଁ ଜୀବନର ବଳିଦାନ ଦେଇଛନ୍ତି।

 

Share