Categories: ଜାତୀୟ

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି

ନୂଆଦିଲ୍ଲୀ,୨୧।୯: ବଦଳିବେ ୧୭ ବିଚାରପତି। ବିଭିନ୍ନ ହାଇକୋର୍ଟର ୧୭ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହେବ। ତାଙ୍କ ପରିବର୍ତ୍ତେ ଓଡ଼ିଶା ହାଇକୋର୍ଟକୁ ୩ଜଣ ବିଚାରପତିଙ୍କୁ ସୁପାରିସ କରାଯାଇଛି। ସେମାନେ ହେଲେ ଜଷ୍ଟିସ ସୌମେନ ସେନ, ଜଷ୍ଟିସ ଅରିନ୍ଦମ ସିିହ୍ନା ଓ ଯଶୋବନ୍ତ ସିଂ। ସେହିପରି ଆହ୍ଲାହାବାଦରୁ ୪ଜଣ ଓ କୋଲକାତା ହାଇକୋର୍ଟରୁ ୨ଜଣଙ୍କର ପରିବର୍ତ୍ତନ ହେବ।

Share