ଅତ୍ୟନ୍ତ ଖରାପ, ମାରାତ୍ମକ, ମହଙ୍ଗା ଏବଂ ଗରମ ବର୍ଷ: ୨୦୨୨ର ପାଣିପାଗକୁ ନେଇ ଜାତିସଂଘ ଏଜେନ୍ସିର ଆକଳନ

ଜେନେଭା,୨୨।୪: ମିଳିତ ଜାତିସଂଘର ପାଣିପାଗ ବିଭାଗ-ବିଶ୍ୱ ପାଣିପାଗ ବିଭାଗ(ଡବ୍ଲୁଏମଓ) ୨୦୨୨ର ପାଣିପାଗକୁ ନେଇ ତା’ର ଆକଳନ ଜାରି କରିଛି। ଏଜେନ୍ସି କହିଛି ୨୦୨୨ ପାଣିପାଗ ଦୃଷ୍ଟିରୁ ଏତେ ଖରାପ ବର୍ଷ ଥିଲା ଯେ ଲାଗୁଥିଲା ଯେମିତି ଏହି କାରଣ ପାଇଁ ଲୋକେ ଅବ୍ୟବସ୍ଥାର ଶିକାର ହୋଇଥିଲେ। ରିପୋର୍ଟରେ କୁହାଯାଇଛି କି ୨୦୨୨ରେ ସାରା ବିଶ୍ୱ ସାଂଘାତିକ ବନ୍ୟା, ମରୁଡ଼ି ଓ ଲୁ ସହ ସଂଗ୍ରାମ କରିଛି।
ଏବ୍ଲୁଏମଓର ଷ୍ଟେଟ ଅଫ ଗ୍ଲୋବାଲ କ୍ଲାଇମେଟ ୨୦୨୨ ରିପୋର୍ଟ ଅନୁଯାୟୀ, ସମଗ୍ର ବିଶ୍ୱରେ ସମୁଦ୍ରର ଉଷ୍ମତା ଏବଂ ଅମ୍ଳତା ଏହାର ରେକର୍ଡ ସ୍ତରରୁ ଉଚ୍ଚରେ ଥିଲା ଏବଂ ଆଣ୍ଟାର୍କଟିକା ସମୁଦ୍ର ବରଫ ଏବଂ ୟୁରୋପର ବରଫ ଆଲପ୍ସ ଗ୍ଲେସିୟର ସେମାନଙ୍କ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଥିଲା। ଏହି ରିପୋର୍ଟରେ କୁହାଯାଇଛି କି ବିଶ୍ୱରେ ସମୁଦ୍ରର ଜଳସ୍ତର ବୃଦ୍ଧି ହୋଇଛି। ଏହାସହ ଆଧୁନିକ ରେକର୍ଡ ଗୁଡିକରେ ବାୟୁରେ ଗରମକୁ ଜାବୁଡି ଧରୁଥିବା କାର୍ବନ ଡାଇଅକ୍ସାଇଡ ଓ ମିଥେନର ମାତ୍ରା ଆଧୁନିକ ରେକର୍ଡରେ ସବୁଠାରୁ ଅଧିକ ରହିଛି।
ବିଶ୍ୱ ପାଣିପାଗର ସ୍ଥିତି ପରଖୁଥିବା ବୈଜ୍ଞାନିକ ଯେଉଁମାନେ ଗ୍ଲାସିୟରକୁ ପରଖିଥିଲେ, ସେମାନେ ୨୦୨୨ରେ ପ୍ରାୟ ୧.୩ ମିଟର ଅର୍ଥାତ୍‌ ୫୧ ଇଞ୍ଚ ପର୍ଯ୍ୟନ୍ତ ବରଫ ତରଳି ଯାଇଥିବା କହିଥିଲେ। ଏହାସହ ଏହା ଇତିହାସରେ ପ୍ରଥମ ଥର ହୋଇଥିଲା କି ସ୍ବିଜରଲ୍ୟାଣ୍ଡର ବରଫ ଗ୍ଲାସିୟରରେ ବି ଗରମ ପାଣିପାଗରେ ଆଦୌ ବରଫ ବଞ୍ଚି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri