Categories: ଜାତୀୟ

ଟ୍ରେନ୍‌ରୁ ଡେଇଁ ୨ ନାବାଳକଙ୍କ ମୃତ୍ୟୁ

କୋଚି,୧୭।୧୨: କେରଳର କୋରାଟ୍ଟି ରେଳଷ୍ଟେଶନ ନିକଟରେ ୨ ଜଣ ନାବାଳକ ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇଯିବାକୁ ଉଦ୍ୟମ କରୁଥିବାବେଳେ ଖସିପଡ଼ି ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ କୋରାଟ୍ଟିର କୃଷ୍ଣକୁମାର(୧୭) ଏବଂ ସଞ୍ଜୟ (୧୬)। ରାତି ୩ଟାରେ ଟ୍ରେନ୍‌ଟି କୋରାଟ୍ଟି ଷ୍ଟେଶନରେ ନ ଅଟକିବାରୁ ନାବାଳକଦ୍ୱୟ ଡେଇଁପଡ଼ିଥିଲେ। ଭୋର ସମୟରେ ସେମାନଙ୍କ ମୃତଦେହ ମିଳିଥିଲା।

Share