୨ ଦିନିଆ ଇଞ୍ଜିନିୟର ଓ ସ୍ଥପତି ସମ୍ମିଳନୀ

ଭୁବନେଶ୍ୱର,୨୦।୩: ଚ୍ୟାନେଲ୍‌ ପାର୍ଟନର ଓ ଷ୍ଟିଲ୍‌ ଟ୍ରେଡର୍ସ ପାଟନା ପକ୍ଷରୁ ନିକଟରେ ଏକ ୨ ଦିନିଆ ଇଞ୍ଜିନିୟର ଓ ସ୍ଥପତି ସମ୍ମିଳନୀ ଗୋଆଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରୁଙ୍ଗଟା ଷ୍ଟିଲ ଅଂଶଗ୍ରହଣ କରିଥିଲା। ଏପରିକି ଗୋଆର କାଲାଙ୍ଗୁଟେ ବିହାମୋ ବାଏ ଷ୍ଟୋର୍କଠାରେ ଉକ୍ତ ସମ୍ମିଳନୀର ଆୟୋଜନ କରାଯାଇଥିଲା। ବିଶେଷ କରି ନିର୍ମାଣ ଶିଳ୍ପର ସଦ୍ୟତମ ଧାରା ଉପରେ ବିସ୍ତୃତ ଆଲୋଚନା କରିବା ଲାଗି ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା।

ଯେଉଁଥିରେ ଦେଶର ସବୁଠୁ ପ୍ରଭାବଶାଳୀ ଇଞ୍ଜିନିୟର ଓ ସ୍ଥପତିମାନଙ୍କୁ ଏକଜୁଟ କରିବା ସହ ନେଟ୍‌ୱର୍କ ସ୍ଥାପନ କରିବା ଏବଂ ନିଜ ଅଭିଜ୍ଞତା ଓ ବିଶେଷତାକୁ ବାଣ୍ଟିବା ଲାଗି ଉକ୍ତ ସମ୍ମିଳନୀ ସମସ୍ତ ଅଂଶ ଗ୍ରହଣକାରୀମାନଙ୍କୁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଥିଲା। ଏହି ଦୁଇଦିନିଆ ସମ୍ମିଳନୀରେ ରୁଙ୍ଗ୍‌ଟା ଷ୍ଟିଲ୍‌ର ଏଫ୍‌ଇ୫୫୦ଡି ଟିଏମ୍‌ଟି ବାର୍‌ ବ୍ୟବହାରର ଲାଭ ଏବଂ ପ୍ରଯୁକ୍ତି, ନବସୃଜନ, ନିରନ୍ତରତା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ କମ୍ପାନୀର ବରିଷ୍ଠ ମହାପ୍ରବନ୍ଧକ ଏବଂ ବିକ୍ରି ଓ ମାର୍କେଟିଂ ମୁଖ୍ୟ (ଟିଏମ୍‌ଟି) ଅରବିନ୍ଦ କୁମାର କହିଛନ୍ତି, ଆମର ଚ୍ୟାନେଲ୍‌ ପାର୍ଟନର ଷ୍ଟିଲ ଟ୍ରେଡର୍ସ ଏବଂ ସ୍ଥପତି ଇଞ୍ଜିନିୟର ଯେଉଁମାନେ ଆମ ପୋର୍ଟଫୋଲିଓରେ ଥିବା ଉପତ୍ାଦର ପ୍ରଥମ ଅନୁଭୂତି ହାସଲ କରନ୍ତି ସେମାନଙ୍କ ସହ ହାତ ମିଳାଇବା ଅତ୍ୟନ୍ତ ଖୁସିର ବିଷୟ। ଏପରିକି ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଓ ଶିଳ୍ପ ଭାବେ ମିଳିତ ଲକ୍ଷ୍ୟ ହାସଲ କରିପାରେ।

ହେଲେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ମୂଲ୍ୟବୋଧ ଓ ଲକ୍ଷ୍ୟ ଆଣିଥାନ୍ତି। ଏହି ବର୍ଦ୍ଧିତ ଶିଳ୍ପ ପେସାଦାରମାନଙ୍କ ସହ ନେଟୱର୍କ ଓ ସହଯୋଗିତା ସ୍ଥାପନ କରିବା ଲାଗି ଉକ୍ତ ସମ୍ମିଳନୀ ରୁଙ୍ଗଟା ଷ୍ଟିଲ୍‌ ପାଇଁ ଏକ ଉଲ୍ଲେଖନୀୟ ସୁଯୋଗ ଥିଲା। ଯାହା ଭବିଷ୍ୟତ ସହଯୋଗିତାର ଆକର୍ଷଣୀୟ ସମ୍ଭାବନା ପ୍ରଦାନ କରୁଛି। ବିଶେଷ କରି ଆମ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଲାଗି ଏକ ଦୃଢ଼ ମୂଳଦୁଆ ମଧ୍ୟ ସ୍ଥାପନ କରୁଛି। ଏହି ସ୍ଥପତି ଓ ଇଞ୍ଜିନିୟର ସମ୍ମିଳନୀରେ ବିହାରର ନିର୍ମାଣ ଶିଳ୍ପର ୨୦ ପ୍ରଭାବଶାଳୀଙ୍କ ଏକ ଦଳ ଅଂଶଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri