ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧, ୨୦୨୩ )

ବିଜୁ ବାବୁଙ୍କ ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଅବସ୍ଥାପିତ ହେଉଛି

ଯୁକ୍ତ ୨ ପରୀକ୍ଷା ଲାଗି ଭୁବନେଶ୍ୱର ରମାଦେବୀ ୟୁନିଭର୍ସିଟି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଥିବା ଛାତ୍ରୀ

 

କଟକ ବକ୍ସିବଜାର ଛକ ଠାରେ ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କା ହୋଇ ଭାଙ୍ଗି ଯାଇଥିବା ଦୋକାନ ଘର

କଟକ ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା