ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ

ନୂଆଦିଲ୍ଲୀ,୮ା୨: ତୁର୍କୀରେ ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଟପିଥିବା ବେଳେ ବିପର୍ଯ୍ୟୟ ପ୍ରଭାବିତ ଦେଶକୁ ସାହାଯ୍ୟ କରିବା ପାଇଁ ଭାରତ ବିପୁଳ ପରିମାଣର ରିଲିଫ ସାମଗ୍ରୀ ପଠାଇଛି। ଏହି ସମୟରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ୧୦ ଭାରତୀୟ ମଧ୍ୟ ଦେଶର ଦୁର୍ଗମ ଅଞ୍ଚଳରେ ଫସି ରହିଛନ୍ତ। କିନ୍ତୁ ସେମାନେ ନିରାପଦରେ ଅଛନ୍ତି। ଏହା ସହିତ ଜଣେ ଭାରତୀୟ ନାଗରିକ ନିଖୋଜ ଥିବା କୁହାଯାଉଛି।

Share