Categories: ଜାତୀୟ

ଭୁଶୁଡିଲା ଖଣି: ଜଣେ ଶ୍ରମିକ ମୃତ, ଫସିଛନ୍ତି ୩

ଅହମ୍ମଦାବାଦ,୨୪।୧୨: ଗୁଜୁରାଟର କୁଚ ଜିଲା ଖାଭଡା ଗ୍ରାମ ନିକଟରେ ଖଣି ଭୁଶୁଡି ପଡିଛି। ଫଳରେ ଗୁରୁବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଫସିରହିଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Share