ପାର୍ବଣ ଋତୁରେ ଭରିଲା ସରକାରଙ୍କ ଭଣ୍ଡାର, ଅକ୍ଟୋବର ମାସରେ ୧.୭୨ ଲକ୍ଷ କୋଟି ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ,୧/୧୧: ଅକ୍ଟୋବର ମାସ ପାର୍ବଣ ଋତୁରେ ସରକାର ଭଲ ଜିଏସଟି ସଂଗ୍ରହ କରିଛନ୍ତି। ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ରହିଛି। ୨୦୧୭ରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ମାସରେ ଏହା ଦ୍ୱିତୀୟ ସର୍ବାଧିକ ଅଟେ। ସେହିଭଳି ୨୦୨୨ ଅକ୍ଟୋବର ତୁଳନାରେ ଜିଏସଟି ସଂଗ୍ରହରେ ୧୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

ବୁଧବାର ଅର୍ଥ ମନ୍ତ୍ରଳାୟ ଅକ୍ଟୋବର ୨୦୨୩ ମାସର ଜିଏସଟି ସଂଗ୍ରହ ତଥ୍ୟ ପ୍ରକାଶ କରିଛନ୍ତି। ତଥ୍ୟ ଅନୁଯାୟୀ ଅକ୍ଟୋବର ମାସରେ ୧,୭୨,୦୦୩ କୋଟି ଜିଏସଟି କଲେକ୍ସନ କରିଛନ୍ତି। ଏଥିରେ ୩୦.୦୬୨ କୋଟି ଟଙ୍କା ସିଜିଏସଟି,୩୮,୧୭୧ କୋଟି ଟଙ୍କା ଏସଜିଏସଟି, ୯୧,୩୧୫ କୋଟି ଟଙ୍କା ଆଇଜିଏସଟି ଏବଂ ୧୨,୪୫୬ କୋଟି ଟଙ୍କା ସେସ୍ ମାଧ୍ୟମରେ ସଂଗ୍ରହ କରାଯାଇଛି। ଅର୍ଥମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଆର୍ଥିକ ବର୍ଷ ୨୦୨୩-୨୪ରେ ହାରାହାରି ଜିଏସଟି ସଂଗ୍ରହ ୧.୬୬ କୋଟି ଟଙ୍କା ରହିଛି, ଯାହା ୧୧ ପ୍ରତିଶତ ଅଧିକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ଅଚାନକ ଅଧା ଖସିଗଲା ଏହି ଜିନିଷର ଦାମ୍‌

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା କେବେ ଶେଷ ହେବ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ। ଉଭୟ ପକ୍ଷ…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସିଖବର: ଜୟଶଙ୍କରଙ୍କ ଗୋଟିଏ କଲ୍‌ରେ ବୁଝିଗଲା ଇରାନ, କଲା ଏମିତି କାମ…

ନୂଆଦିଲ୍ଲୀ,୧୨।୩: ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ କୂଟନୈତିକ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଦେଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଇରାନ ବୈଦେଶିକ ମନ୍ତ୍ରୀ…

ଭାରତ ପାଇଁ ଆମେରିକା-ରୁଷିଆ ମୁହାଁମୁହିଁ, ବଡ଼ ଘୋଷଣା କରିଦେଲା…

ମସ୍କୋ,୧୨।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ, ଆମେରିକା ଭାରତକୁ ରୁଷୀୟ ତେଲ କିଣିବା ପାଇଁ 30 ଦିନର ଛାଡ ପ୍ରଦାନ କରିଥିବା ଦାବି କରିଥିଲା। ଆମେରିକାର…

ଭାରତକୁ ଫେରୁଥିବା ଜାହାଜ ଉପରେ ବଡ଼ ଆଟାକ୍‌, ଅନେକ ଭାରତୀୟଙ୍କ…

ନୂଆଦିଲ୍ଲୀ,୧୨।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷରେ ଦୁଇଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ନିଖୋଜ ଅଛନ୍ତି। ଭାରତ…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ଯୁଦ୍ଧ ଭିତରେ ଭାରତକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ, ଚମକି ପଡିଲା ଚାଇନା

ନୂଆଦିଲ୍‌ଲୀ,୧୨।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ତାର ଶକ୍ତି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ରୁଷିଆରୁ ତୈଳ କ୍ରୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି…

ସିଲିଣ୍ଡରକୁ ନେଇ ଆସିଲା ପୁଣି ବଡ଼ ଖବର, ସରକାର କହିଦେଲେ କାଲିଠୁ…

ନୂଆଦିଲ୍ଲୀ ,୧୨ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଏବେ ତୈଳ ଏବଂ ଗ୍ୟାସ୍‌ ଯୋଗାଣ ଶୃଙ୍ଖଳ ଭାରି ମାତ୍ରାରେ ପ୍ରଭାବିତ ହୋଇଛି। ଏହାକୁ ନେଇ ଦେଶରେ ପେଟ୍ରୋଲିୟମଜାତ…

ଭୟଙ୍କର ଯୁଦ୍ଧ, ଟେନ୍‌ସନ୍‌ରେ ଭାରତ: ଖୋଲାଗଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଦୁବାଇ/ନୂଆଦିଲ୍ଲୀ,୧୨ା୩ (ଏ.ପି./ରଏଟର୍ସ):ମଧ୍ୟପ୍ରାଚ୍ୟର ଯୁଦ୍ଧର ଭୟଙ୍କର ପରିଣାମ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ଜଳପଥ ଦେଇ ଆସୁଥିବା ତୈଳ ପରିବହନକାରୀ ବାଣିଜି୍ୟକ ଜାହାଜଗୁଡ଼ିକୁ ଇରାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri