Categories: ବାଣିଜ୍ୟ

୬୦% ଟ୍ରେନ ଟିକେଟ ବାତିଲ

ନୂଆଦିଲ୍ଲୀ,୧୯-୩: କରୋନା ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ୬୦% ଟିକେଟ ବାତିଲ କରାଯାଇଥିବା ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ବୁଧବାର ସଂସଦୀୟ କମିଟିକୁ ସୂଚନା ଦେଇଛନ୍ତି। ଭାଇରସ ପ୍ରଭାବ ବଢୁଥିବାରୁ ଲୋକମାନେ ପୂର୍ବରୁ ବୁକିଂ କରିଥିବା ଟିକେଟ ପ୍ରବଳ ହାରରେ ବାତିଲ କରି ଦେଉଛନ୍ତି। ଏପଟେ ବିଭିନ୍ନ ରେଳ ଜୋନରେ ଯାତ୍ରୀ କମୁଥିବାରୁ ସେହି ଆଧାରରେ କିଛି ଟ୍ରେନକୁ ବାତିଲ କରିବା ନେଇ ନିଷ୍ପତ୍ତି ହେଉଛି ବୋଲି ରେଳପଥ ପକ୍ଷରୁ ସୂଚନା ରହିଛି।

Share