Categories: ଜାତୀୟ

୩ ଆତଙ୍କବାଦୀଙ୍କୁ ଧରାଇଲେ ୩୦ ଲକ୍ଷ

ଜମ୍ମୁ,୨୪ା୧୦(ପି.ଟି.): ୩ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଧରାଇଦେଲେ ୩୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ସେମାନେ ହେଲେ ମହମ୍ମଦ ଆମିନ ଓରଫ ଜହଁାଙ୍ଗିର୍‌ ସରୁରୀ ଏବଂ ତାଙ୍କ ଦୁଇ ଘନିଷ୍ଠ ସହଯୋଗୀ ରିୟାଜ୍‌ ଅହମଦ ଓରଫ ହଜାରି ଓ ମୁଦାସିର ହୁସେନ। ଏହି ଆତଙ୍କବାଦୀମାନେ ଅନେକ ଆକ୍ରମଣରେ ସମ୍ପୃକ୍ତ ବୋଲି ପୋଲିସ ଜାଣିବାକୁ ପାଇଛି।

Share