Categories: ଜାତୀୟ

୩୦ ମିନିଟ୍‌ ପରେ ରାୟ

ନୂଆଦିଲ୍ଲୀ,୨୨।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି। ଦୀର୍ଘ ୩ ଘଣ୍ଟାର ଜେରା ପରେ ସେ କୋର୍ଟରେ ହାଜର ହୋଇଛନ୍ତି। ତେବେ ତାଙ୍କ ତରଫରୁ ମାମଲା ଲଢୁଥିବା ଓକିଲ କପିଲ ଶିବଲ ଓ ଅଭିଶେକ ମନୁ ସଙ୍ଗଭି ଚିଦାମ୍ବରଙ୍କ ପାଇଁ ଅନେକ ଯୁକ୍ତି ବାଢିଛନ୍ତି। ତେବେ ମାତ୍ର ୩୦ ମିନିଟ୍‌ ପରେ ରାୟ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।

Share