୨ ବଛରରେ କିଡ୍‌ନୀ ରୋଗ୍‌ ନେଲାନ ୯ ଜୀବନ୍‌, ୧୫ ଆକ୍‌ରାଁତ: ସ୍ବାସ୍ଥ୍ୟ ବିଭାଗ ପାସେ ସୂଚନା ନାଇଁ

କେସିଙ୍ଗା, ୧୮।୧୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଁଚେତ୍‌ କନ୍ଧେଇମାଲ ଗଁାରେ ଦୁଇ ବଛର ଭିତରେ କିଡ୍‌ନୀ ରୋଗ୍‌ରେ ୯ ଝନ୍‌ ମରିଥିଲାବେଲେ ୧୫ରୁ ଅଧ୍‌କା ଆକ୍‌ରଁାତ ହେଇଛନ୍‌। ହେଲେ ଚିକିଛା ସୁବିଧା ଆର ପରତିକାର ବେବସ୍‌ତା ଅଭାବୁ ଦିନୁଦିନ୍‌କେ ଗଁାରେ ରୁଗୀକର ସଂଖ୍ୟା ବଢ଼ତେଲ ଯାଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କନ୍ଧେଇମାଲ ଗଁାରେ ପାଖାପାଖି ୭ଶହରୁ ଅଧ୍‌କା ଲୋକ୍‌ ବାସ୍‌ କରୁଛନ୍‌। ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଗଁାରେ ୫ଟା ନଲ୍‌ଚୁଅଁା ରହିଛେ। ହେଲେ ସବୁ ନଲ୍‌ଚୁଅଁାରୁ ଲାଲ ଆର ହଲଦିଆ ପାଏନ୍‌ ବାହାରୁଛେ। ଇଆଡ଼େ ନଲ୍‌ଚୁଅଁାର ପାଏନ୍‌କେ ଛାଡ଼ିଦେଲେ ଗଁାରେ ପିଇଲା ପାଏନ୍‌ର ଅଲଗା କିଛି ସୁବିଧା ନଁାଇଁନ। ଏନ୍‌ତାଥି ଗଁାବାସୀ ଇ ଦୂଷିତ ପାଏନ୍‌ ପିଇ କିଡ୍‌ନୀ ରୋଗ୍‌ରେ ମରୁଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଗଲା ୨ ବଛ ଭିତରେ କିଡ୍‌ନୀ ରୋଗ୍‌ରେ ଗଁାର ଗୋମତୀ ଜାନୀ, ଭୁଜ ମାଝି, ଅଜିତ ଜାନୀ, ତ୍ରିନାଥ ଜାଲ, ପୂର୍ଣ୍ଣ ଜାଲ, ଲମ୍ବୋଦର ଜାଲ, ମୂରଲୀ ଜାଲ, ଭାର୍ଗବୀ ଜାନୀ, ଦାମୋଦର ଜାନୀ ପରମୁଖ ୯ ଝନ୍‌କର ମୁର୍‌ତୁ ହେଇଥିଲାବେଲେ ପଦ୍ମଲୋଚନ ପ୍ରଧାନ (୭୫), ଗୋବର୍ଦ୍ଧନ ଜାନୀ (୭୭), ଚନ୍ଦ୍ରା ଜାନୀ (୩୨), ମଞ୍ଜୁରୀ ପ୍ରଧାନ (୫୦), ଜମୁନା ମାଝୀ (୫୧) ପରମୁଖ ୧୫ରୁ ଅଧ୍‌କା ଲୋକ୍‌ ରୋଗ୍‌ରେ ଆକ୍‌ରଁାତ ହେଇ ବଡ଼ା ଗୁଲ୍‌ଗୁଲାରେ ଜୀବନ୍‌ ବିତଉଛନ୍‌। ସେନ୍‌ତା ପାସର ଚାଞ୍ଚେର ପଁଚେତ୍‌ର କନ୍ଦାଖାଲ ଗଁାର ବି ଅନେକ୍‌ ଲୋକ୍‌ କିଡ୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇ ଚିକିଛିତ ହେଉଥିବାର ଜନାପଡ଼ିଛେ। ଗଁାବାସୀ ଜିଲା ପରଶାସନକେ ପିଇଲା ପାଏନ୍‌ ଆର ଚିକିଛା ସୁବିଧା ଯୁଗେଇ ଦେବାକେ ବାରବାର ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ସେନ୍‌ତା ପିଇଲା ପାଏନ୍‌ ଲାଗି ଗଁାବାସୀ ଉତ୍କେଲା ପଁଚେତ୍‌ ଆର ଆରଡବ୍ଲ୍ୟୁଏସ୍‌ଏସ୍‌ରେ ବି ଲିଖିତ ଅଭିଯୋଗ କରି ନିରାଶ ହେଇଥିବାର କହିଛନ୍‌। ଇଆଡ଼େ କିଡ୍‌ନୀ ରୋଗ୍‌ରେ ଆକ୍‌ରଁାତ ରୁଗୀମାନେ ଜମିବାଡ଼ି, ସୁନାରୂପା ଗହନା କରି ରାଏଜ୍‌ ବାହାରକେ ଚିକିଛା ଲାଗି ଯାଇ ସରବ୍‌ସୁଅଁାତ ହେଉଛେନ୍‌। ହେଲେ ଜିଲା ପରଶାସନ ଆର ସ୍ବାସ୍ଥ୍ୟ ବିଭାଗ ଇତାର ପରତିକାର ବେବସ୍‌ତା ସଂଗେ ରୁଗୀକୁ ଚିକିଛା ସୁବିଧା ଯୁଗେଇ ଦେବାରେ ବିଫଲ ହେଇଛନ୍‌। ଇ ଘଟନାକେ ନେଇ ଗଁାବାସୀକର ଭିତରେ ଅସନ୍‌ତୋଷ ଦେଖାଦେଇଛେ। ଯେତେ ଜଲଦି ହେବା ସମସିଆର ସମାଧାନ କରାଯାଉ ନାଇଁହେଲେ ଆଏବାର ଦିନେ ଗଁାବାସୀ ରାସ୍‌ତାକେ ଉତିରମୁ ବଲି କନ୍ଧେଇମାଲବାସୀ ଗଣମାଧ୍ୟମ ଜରିଆରେ ଜିଲାପାଳ, ସିଡିଏମକୁଁ ଜନେଇଛନ୍‌। ଇ ବାବ୍‌ଦେ ଉତ୍କେଲା ସରପଁଚ୍‌ ସଂଯୁକ୍ତା ବାଗକୁଁ ପଚ୍‌ରାଲାରୁ ମୁଇଁ ବିଡିଓକଁର ସଂଗେ ଆଲୋଚନା କରି ବେବସ୍‌ତା କରମି ବଲି ସେ କହିଥିଲେ। ସେନ୍‌ତା କଳାହାଣ୍ଡି ଜିଲା ମୁଖିଆ ଚିକିଛା ଅଧ୍‌କାରୀ ବନଲତା ଦେବୀକୁଁ ପଚ୍‌ରାଲାରୁ ଘଟନା ବାବ୍‌ଦେ ମୋତେ କେହି ଲିଖିତ ଅଭିଯୋଗ ନାଇଁ କରି। ହେଲେ ମୁଇଁ ଘଟନାର ତଦଁତ୍‌ କରି ପଦକ୍ଷେପ ନେମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri