Categories: ଜାତୀୟ

୧୩ ଇସ୍ତଫା ପତ୍ର ମଧ୍ୟରୁ ୮ଟିକୁ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି

ବେଙ୍ଗାଲୁରୁ,୯।୭: କର୍ନାଟକ ସରକାର ଏବେ ସଙ୍କଟରେ ଥିବା ବେଳେ ବିଧାୟକମାନଙ୍କ ଇସ୍ତଫା ଦେବା କାର୍ଯ୍ୟକ୍ରମ ଯେମିତି ଏକ ପ୍ରକାର ଜାରି ରହିଛି। ଏବେ ୧୩ କଂଗ୍ରେସ ଓ ଜେଡିଏସ୍‌ ବିଧାୟକ ଇସ୍ତଫା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ଇସ୍ତଫା ପତ୍ର ଠିକ୍‌ ନ ଥିବା ବାଚସ୍ପତି କେ ଆର୍‌ ରମେଶ କୁମାର କହିଛନ୍ତି। ତେବେ ଇସ୍ତଫା ଦେଇଥିବା ବିଧାୟକମାନେ କେହି ତାଙ୍କୁ ଭେଟି ନ ଥିବା ସେ କହିଛନ୍ତି।

Share