୧୦୦୦ଫୁଟ୍‌ ଉପରୁ ଖସି ଗୋବ୍ରାଇଟ୍‌ଙ୍କ ପରଲୋକ

ଓ୍ବାଶିଂଟନ, ୩୦।୧୧: ଉତ୍ତର ମେକ୍ସିକୋର ଏକ ୧୦୦୦ ଫୁଟ୍‌ ଉଚ୍ଚ ଶିଳା ଉପରୁ ଖସିପଡ଼ି ଆମେରିକାର ପ୍ରଖ୍ୟାତ ପର୍ବତାରୋହୀ ବ୍ରାଡ୍‌ ଗୋବ୍ରାଇଟ୍‌ଙ୍କ ପରଲୋକ ହୋଇଛି। ୩୧ ବର୍ଷୀୟ ଗୋବ୍ରାଇଟ୍‌ ଓ ତାଙ୍କ ସହଯାତ୍ରୀ ଆଇଡାନ୍‌ ଜାକୋବ୍‌ସନ୍‌ (୨୬) ନୁଏଭୋ ଲେଓନ୍‌ ରାଜ୍ୟର ଶାଇନିଂ ପାଥ୍‌ ନାମକ ଏକ ଶିଳା ଉପରକୁ ଚଢୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

Share