ହୋଲି ଲାଗି ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର,୯।୩(ବ୍ୟୁରୋ): ମଙ୍ଗଳବାର ହୋଲି ପାଳନ ହେବାକୁ ଥିବା ବେଳେ ଏ ନେଇ ମୋ ବସ୍‌ ସେବା ବନ୍ଦ ରହିବ। ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବାକୁ ଥିବା ବେଳେ ପରେ ସ୍ବାଭାବିକ ହେବା ନେଇ ସୂଚନା ମିଳିଛି। ଏହା ସହ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ପାସ କାଉଣ୍ଟର ମଧ୍ୟ ବନ୍ଦ ରହିବ ।