Categories: ଜାତୀୟ

ହଳଦିଆ ଶାଢି ପରେ ଏବେ ନୀଳ ଶାଢି ପିନ୍ଧି ଡ୍ୟାନ୍ସ କରି ଭାଇରାଲ ହେଲେ ରିନା ଦ୍ୱିବେଦୀ

ହରିୟାଣା,୨୭।୭: ଲୋକ ସଭା ନିର୍ବାଚନ ସମୟରେ ଉତ୍ତର ପ୍ରଦେଶର ପିଡବ୍ଲୁଡି ଅଧିକାରୀ ରିନା ଦ୍ୱିବେଦୀ ଖୁବ୍‌ ଭାଇରାଲ ହୋଇଥିଲେ। ତାଙ୍କର ହଳଦିଆ ଶାଢି ପିନ୍ଧା ଫଟୋ ସହ ପୁଣି ଥରେ ତାଙ୍କର ଡ୍ୟାନ୍ସ ଭିଡିଓ ବି ଭାଇରାଲ୍‌ ହୋଇଥିଲା। ଏବେ ଏହି ମହିଳାଙ୍କ ଆଉ ଏକ ଟିକ୍‌ଟକ୍‌ ଭିଡିଓ ପୁଣିଥରେ ଭାଇରାଲ ହେବାରେ ଲାଗିଛି। ନୀଳ ଶାଢି ପିନ୍ଧି ଖୁବ୍‌ ନାଚୁଛନ୍ତି ରିନା। ଏଥର ସେ ହରିୟାଣା ଡ୍ୟାନ୍ସର ସପନା ଚୌଧୁରୀଙ୍କ ‘ତେରି ଆଁଖ କା କାଜଲ’ ଗୀତରେ ନାଚୁଛନ୍ତି। ଏହାକୁ ଦେଖିବା ପରେ ଅନେକେ ତାଙ୍କୁ ସପନାଙ୍କ କପି ବୋଲି କହୁଛନ୍ତି। ଏଥର ସେ ଜଣେ ପରଫେକ୍ଟ ଡ୍ୟାନ୍ସର ଭଳି ଲାଗୁଛନ୍ତି। ଆଉ ଏହାକୁ ଦେଖିବା ପରେ ଭଲ ଭଲ କମେଣ୍ଟ ମଧ୍ୟ ଆସୁଛି ତାଙ୍କ ପ୍ରଶଂସକଙ୍କଠାରୁ।

Share