ହରର୍‌ ଫିଲ୍ମ ‘ଛୋରୀ’ରେ ଦର୍ଶକଙ୍କୁ ଡରାଇବେ ନୁସରତ୍‌

ଅଭିନେତ୍ରୀ ନୁସରତ୍‌ ଭରୁଚା ହରର୍‌ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଡରାଇବା ପାଇଁ ରେଡ୍ଡି ହେଉଛନ୍ତି। ହରର ଫିଲ୍ମ ‘ଛୋରୀ’ରେ ତାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ। ଏହା ମରାଠୀ ଫିଲ୍ମ ‘ଲପାଛପୀ’ର ରିମେକ୍‌। ଏ ନେଇ ନୁସରତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହାକୁ ନେଇ ତାଙ୍କ ପ୍ରଶଂସକ ବହୁତ ଉତ୍ସାହିତ ଅଛନ୍ତି। ତେବେ ନୁସରତଙ୍କୁ ଶେଷଥର ପାଇଁ ଆୟୁଷ୍ମାନ ଖୁରାନାଙ୍କ ସହ ଫିଲ୍ମ ‘ଡ୍ରୀମ ଗର୍ଲ’ରେ ଦେଖିବାକୁ ମିଳିଥିଲା।

Share