Categories: ଜାତୀୟ

ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୩।୭: ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଭାଜପାର କେତେଜଣ ଏମ୍‌ପି। ଏମାନେ ସଂସଦ ଭବନ ପରିସରରେ ଶନିବାର ଝାଡ଼ୁ ମାରୁଥିବା ଦେଖାଯାଇଛି। ଏଥିରେ ସାମିଲ ହୋଇଥିବା ବଡ ବଡ ନେତାଙ୍କ ମଧ୍ୟରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା, ହେମା ମାଳିନୀ ଓ ଅନୁରାଗ ଠାକୁର।

Share