Categories: ଜାତୀୟ

ସୋନିଆ-ମନମୋହନଙ୍କୁ ଭେଟିଲେ ହସିନା

ନୂଆଦିଲ୍ଲୀ,୬।୧୦: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରବିବାର ଭେଟିଛନ୍ତି। ଏହା ସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ସାକ୍ଷାତ୍‌ କରିଛନ୍ତି। ଦୁଇ ନେତାଙ୍କ ସହିତ ହସିନା ଭାରତ-ବାଂଲାଦେଶ ସମ୍ପର୍କ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ହସିନା ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି।

Share