ସୁନୀଲଙ୍କ ୟାଦେଁ

୧୯୬୪ରେ ମୁକ୍ତିଲାଭ କରିଥିଲା ଏକ ଭିନ୍ନ ଧରଣର ହିନ୍ଦୀ ସିନେମା ‘ୟାଦେଁ’। ଏଥିରେ କେବଳ ଜଣେ ଅଭିନେତାଙ୍କୁ ହିଁ ଦେଖିବାକୁ ମିଳିଥିଲା। ସେ ହେଲେ ହିନ୍ଦୀ ସିନେମାର ବିଶିଷ୍ଟ ଅଭିନେତା ସୁନୀଲ ଦତ୍ତ। ଏକ ଘଟଣାକ୍ରମକୁ ସେ ଏଥିରେ ବର୍ଣ୍ଣନା କରିଥିଲେ। ମାତ୍ର ୧୧୩ ମିନିଟ୍‌ ଅବଧିବିଶିଷ୍ଟ ଏହି ଫିଲ୍ମଟି ସେତେବେଳେ ଦର୍ଶକାଦୃତ ହୋଇପାରିଥିଲା। ଏପରି ସଫଳତା ପାଇଁ ଏହି ସିନେମାକୁ ଗିନିଜ ଓ୍ବାଲର୍‌ଡ ରେକର୍ଡ ଅନ୍ତର୍ଭୁକ୍ତ କରାଯାଇଥିଲା।

Share