Categories: ଜାତୀୟ

ସିନ୍ଦୂର-ମଙ୍ଗଳସୂତ୍ର ବିବାଦ: ଧର୍ମନିରପେକ୍ଷ ଭାରତର ନାଗରିକ କହିଲେ ନୁସରତ୍‌ ଜାହାଁ

ନୂଆଦିଲ୍ଲୀ,୩୦।୬: ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ୍‌ ଜାହାଁଙ୍କୁ ନେଇ ଜାରି ରହିଥିବା ସିନ୍ଦୂର-ମଙ୍ଗଳସୂତ୍ର ବିବାଦରେ ମୁହଁ ଖୋଲିଛନ୍ତି ନୁସରତ୍‌। ସେ ଧର୍ମନିରପେକ୍ଷ ଭାରତର ନାଗରିକ। ତେଣୁ ସେ ନିଜ ଇଛା ଅନୁସାରେ ଏସବୁ କହିପାରିବେ। ଅପରପକ୍ଷରେ ଫତେପୁର ମସଜିଦ୍‌ ଶାହି ଇମାମ୍‌ ମୁଫ୍‌ତି ମୁକାରମ୍‌ ଅହମ୍ମଦ୍‌ ଏହା ଇସଲାମ୍‌ ଧର୍ମ ଅନୁସାରେ ବୈଧ ବିବାହ ନୁହେଁ ବୋଲି କହିଛନ୍ତି। ତେବେ ଏହାକୁ ନେଇ କେତେକ ଏମ୍‌ପି ନୁସରତ୍‌ଙ୍କୁ ସମର୍ଥନ ମଧ୍ୟ କରିଥିବା କୁହାଯାଉଛି।

Share