ସାଥୀଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ

ନୂଆବର୍ଷ ଲାଗି ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥାଏ। ବର୍ଷ ଆରମ୍ଭରୁ ବିଭିନ୍ନ ପ୍ରକାର ସଙ୍କଳ୍ପ ନେଇଥାନ୍ତି ଲୋକେ। ପ୍ରେମିଯୁଗଳ ମଧ୍ୟ ସାଥୀଙ୍କୁ ଖୁସି କରିବାକୁ ଅଥବା ବର୍ଷତମାମ ଜଣେ ଅନ୍ୟଜଣଙ୍କ ଖୁସିକୁ ପ୍ରାଧାନ୍ୟ ଦେବାକୁ ଯୋଜନାମାନ କରିଥାନ୍ତି। ହେଲେ ସମ୍ପର୍କକୁ ସୁଦୃଢ଼ କରିବା ବେଳେ ଅନେକ ବ୍ୟକ୍ତିଗତ କଥା ନଜରକୁ ଆସିଥାଏ। ଯେପରିକି ଅନେକ ସମୟରେ ପାର୍ଟନରଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡପୁରାଇବା ଫଳରେ ସମ୍ପର୍କ ଖରାପ ହେବାର ନଜର ରହିଛି। ତେଣୁ ପାର୍ଟନରଙ୍କୁ ସର୍ବଦା ତାଙ୍କର ବ୍ୟକ୍ତିଗତ ମାମଲାରେ ସମ୍ମାନ ସହ ବଞ୍ଚିବାର ଅଧିକାର ଦେଲେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି କୁହାଯାଏ। ସେଭଳି ସମ୍ପର୍କ ସୁଦୃଢ଼ ଲାଗି ଟିପ୍ସ ବିଷୟରେ ଜାଣି ରଖନ୍ତୁ।

କୌଣସି କାମଲାଗି ପାର୍ଟନରଙ୍କୁ ଜବରଦସ୍ତି କରନ୍ତୁ ନାହିଁ । ସମ୍ପର୍କ ସୁଦୃଢ଼ ଲାଗି ପାର୍ଟନରଙ୍କ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ ନ କରିବା ଉଚିତ। ବ୍ୟକ୍ତିଗତ ହସ୍ତକ୍ଷେପ ସମ୍ପର୍କକୁ ସୁଦୃଢ଼ କରିଥାଏ। ଅନ୍ୟପକ୍ଷେ ଭାଙ୍ଗି ବି ଦେଇପାରେ।

ଅଫିସ୍‌ରେ କ’ଣ ହେଲା। କାହା ସହ ଫୋନ୍‌ରେ କ’ଣ କଥା ହେଲ, ସାଙ୍ଗକୁ ଭେଟି କ’ଣ କଥା ହେଲ? ଏହା ବୈବାହିକ ଜୀବନର ଏକ ଅଂଶ ମାତ୍ର ଅନେକ ପ୍ରଶ୍ନ ବେଳେ ବେଳେ ସମ୍ପର୍କ ଭାଙ୍ଗିବାର ଆଶଙ୍କା ସୃଷ୍ଟି କରିଥାଏ।

ଅନେକ ସମୟରେ ଆପଣଙ୍କ ଏହିଭଳି କିଛି ପ୍ରଶ୍ନ ତାଙ୍କୁ ବ୍ୟଥିତ କରିଥାଏ । ଯାହା ସମ୍ପର୍କକୁ ଭାଙ୍ଗି ଦେଇଥାଏ।

ତେଣୁ ପାର୍ଟନରଙ୍କ ବ୍ୟକ୍ତିଗତ କିଛି ମାମଲାରୁ ଦୂରେଇ ରହିଲେ ସମ୍ପର୍କ ସୃଦୃଢ଼ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri