Categories: ଖେଳ

ସଙ୍କଟରେ ଭାରତ

ଅକ୍‌ଲାଣ୍ଡ ,୮।୨- ସ୍ଥାନୀୟ ଇଡେନ ପାର୍କଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ସଙ୍କଟଜନକ ସ୍ଥିତିରେ ପହଞ୍ଚତ୍ଛି। ୨୭୪ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଟିମ ଇଣ୍ଡିଆ ୬୩ ରନ୍‌ରେ ୩ ଉଇକେଟ ହରାଇ ଦେଇଛି। ପୃଥ୍ବୀ ଶ (୨୪) ଓ ମୟଙ୍କ ଅଗ୍ରଓ୍ବାଲ(୩)ଙ୍କ ଓପନିଂ ଯୋଡ଼ି ବିଫଳ ହେବା ପରେ ଅଧିନାୟକ ବିରାଟ କୋହଲି (୧୫) ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଛନ୍ତି। ଏବେ ଶ୍ରେୟାସ ଆୟାର (୧୬) ଓ ଲୋକେଶ ରାହୁଲ (୨) ଖେଳୁଛନ୍ତି। ଭାରତୀୟ ଦଳ ଏପର୍ଯ୍ୟନ୍ତ ୧୧ ଓଭରରେ ୩ ଉଇକେଟ ହରାଇ ୬୩ ରନ୍‌ କରିଛି।

Share