ସକାଳେ ୭ଟି ଏହି ପତ୍ର ରଖେ ମ୍ୟାଲେରିଆରୁ ଦୂରେଇ…

ମ୍ୟାଲେରିଆ ରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ସହଜ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ମ୍ୟାଲେରିଆ ଜ୍ୱର ହେଲେ ୭ଟି ଗଙ୍ଗ ଶିଉଳି ପତ୍ର, ୭ଟି ଗୋଲ ମରିଚ ସହ ବାଟି ଖାଲି ପେଟରେ ସକାଳେ ଓ ସନ୍ଧ୍ୟାରେ ପିଇଲେ ଜ୍ୱର ଭଲ ହୋଇଥାଏ। ସେହିପରି ଗଙ୍ଗ ଶିଉଳି ଚେର, ଛେଲି ପାଣିରେ ବାଟି ମହୁ ସହ ସକାଳେ ସନ୍ଧ୍ୟାରେ ଖାଲି ପେଟରେ ପିଇଲେ ସମସ୍ତ ପ୍ରକାର ପିତ୍ତ ଜ୍ୱର, କମ୍ପ ଜ୍ୱର ଏବଂ ବାନ୍ତି ଭଲ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Share