ସକାଳେ ଜୁସ୍‌ ସନ୍ଧ୍ୟାରେ ସୁପ୍‌

ଓଡ଼ିଆ ସଙ୍ଗୀତ ଜଗତରେ ଅସୀମା ପଣ୍ଡା ଜଣେ ଚର୍ଚ୍ଚିତ ଚେହେରା। ଗତ କିଛି ବର୍ଷ ହେବ ଏହି କଣ୍ଠଶିଳ୍ପୀଙ୍କ ସ୍ବର ଓଡ଼ିଆ ଶ୍ରୋତାଙ୍କୁ ମତୁଆଲା କରି ରଖିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ପରିବେଷଣ କରୁଥିବା ଅସୀମା ଫିଟ୍‌ନେସ୍‌ ପାଇଁ ବି ସମୟ କାଢ଼ନ୍ତି। ବ୍ୟସ୍ତବହୁଳ ଜୀବନ ଭିତରୁ ନିଜକୁ ଫିଟ୍‌ ରଖିବା ପାଇଁ ବି ଚିନ୍ତା କରନ୍ତି..

ଭେଜ୍‌ ଖାଇବାକୁ ଭଲ ପାଏ
ଅଧିକ ସମୟ ଭେଜ୍‌ ତରକାରି ଖାଇବାକୁ ପସନ୍ଦ କରେ। ଘରେ ମା’ଙ୍କ ହାତରନ୍ଧା ସମସ୍ତ ଭେଜ ତରକାରି ମୋର ଅତିପ୍ରିୟ। ଆମିଷ ତଥା ନନ୍‌ଭେଜ ଖାଦ୍ୟ ବହୁତ ଖାଉଥିଲି। ଆମିଷ ଖାଦ୍ୟ ପ୍ରତି ଦୁର୍ବଳତା ଅଛି। ହେଲେ କେବଳ ଘରେ ତିଆରି ହେଉଥିବା ଆମିଷ ଖାଦ୍ୟ ଖାଏ। ବାହାରେ ତେଲମସଲାରେ ଭର୍ତ୍ତି ତରକାରି ଖାଇବାକୁ ଆଦୌ ପସନ୍ଦ କରେନି। ବାହାରେ ଥିଲେ ଭେଜ୍‌ ଖାଇବାକୁ ପଡ଼େ।
ନିୟମିତ ବ୍ୟବଧାନରେ ପାଣି ପିଏ
ଷ୍ଟେଜ ପ୍ରୋଗ୍ରାମ ହେଉ ଷ୍ଟୁଡ଼ିଓରେ ଡବିଂ। ଯେଉଁଠି ଥିଲେ ବି ନିୟମିତ ସମୟ ବ୍ୟବଧାନରେ ପାଣି ପିଏ। ପ୍ରଚୁର ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ହୁଏ। ପାଣି ପିଇବାକୁ କେବେ ଭୁଲେନାହିଁ। ଘରୁ ବାହାରିବା ମାତ୍ରେ ମୋ ସହିତ ପାଣି ବୋତଲ ଥାଏ। କଣ୍ଠଶିଳ୍ପୀ ହୋଇଥିବାରୁ ଥଣ୍ଡା ପାଣି କି କୋଲ୍ଡ ଡ୍ରିଙ୍କସ ପିଏ ନାହିଁ। ସକାଳେ ଅଦା ମିଶା ଚା’ ପିଏ।
ମନକୁ ତାଜା ରଖେ ଜୁସ୍‌, ସୁପ୍‌
ସକାଳେ ଉଠିବା ପରେ ଅଳ୍ପ ସମୟ ଯୋଗ କରେ। ଯୋଗ ଦ୍ୱାରା ମନକୁ ଫୂର୍ତ୍ତି ମିଳେ। ବ୍ରେକ୍‌ଫାଷ୍ଟରେ ଘର ତିଆରି ଖାଦ୍ୟ ସହିତ ଫ୍ରୁଟ୍‌ ଜୁସ ସାମିଲ ଥାଏ। ଏହାବ୍ୟତୀତ ସନ୍ଧ୍ୟା ସମୟରେ ଘରେ ଥିଲେ ପ୍ରାୟ ସମୟ ସୁପ୍‌ ପିଏ। ବାର ଅନୁସାରେ ଭେଜ୍‌ କିମ୍ବା ନନଭେଜ ସୁପ୍‌ ପିଇଥାଏ। ଚିକେନ୍‌ ଓ ଏଗ୍‌ ଫ୍ଲାୱାର ସୁପ୍‌ ଭଲପାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri