Categories: ଖେଳ

ଶ୍ରେୟାସଙ୍କ ଶତକ

ହାମିଲଟନ, ୫।୨- ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ। ଏତଦ୍‌ ବ୍ୟତୀତ ଅଧିନାୟକ ବିରାଟ କୋହଲି (୫୧) ଓ ଲୋକେଶ ରାହୁଲ(୫୨*)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତୀୟ ଦଳ ୪୩.୩ ଓଭର ସୁଦ୍ଧା ୩ ଉଇକେଟ କ୍ଷତିରେ ୨୭୮ ରନ୍‌ କରିଛି।

Share