Categories: ଜାତୀୟ

ଶ୍ରୀଲଙ୍କା ବିସ୍ଫୋରଣ ଘଟଣା: ତାମିଲନାଡୁର ୭ଟି ସ୍ଥାନରେ ଏନଆଇଏ ଚଢାଉ

କୋଏମ୍ବାଟୁର, ୧୨।୬: ଶ୍ରୀଲଙ୍କା ଇଷ୍ଟର ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କୋଏମ୍ବାଟୁରର ୭ଟି ସ୍ଥାନରେ ବୁଧବାର ଚଢ଼ାଉ କରିଛି। ଅଝାରୁଦ୍ଦିନ, ସଦ୍ଦାମ ଆକବର ଏବଂ ଆବୁ ବାକର ସିଦ୍ଦିକି ନାମକ ୩ଜଣ ବ୍ୟକ୍ତି ଏନଆଇଏ ପାଇଁ କାମ କରୁଥିଲେ। ଶ୍ରୀଲଙ୍କା ବିସ୍ଫୋରଣରେ ସମ୍ପୃକ୍ତି ଥିବା ସନ୍ଦେହରେ ବୁଧବାର ଏହି ୩ ଜଣଙ୍କ ବାସଭବନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଶ୍ରୀଲଙ୍କା ବିସ୍ଫୋରଣରେ ଆଇଏସ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି।

Share