ଶୀତଦିନେ ଖାଆନ୍ତୁ ଫୁଲକୋବି

ଶୀତଦିନେ ଅଧିକ ପରିମାଣରେ ଫୁଲକୋବି ମିଳିଥାଏ। ଏହାକୁ ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଫୁଲକୋବିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ, ଭିଟାମିନ୍‌ ଏ, ସି, ଫସ୍‌ଫରସ୍‌, ଜିଙ୍କ, ମ୍ୟାଗ୍ନେସିୟମ, ସୋଡିୟମ ଓ ସେଲେନିୟମ ଆମ ଶରୀର ପାଇଁ ବେଶ୍‌ ଉପକାରୀ।
-ଫୁଲକୋବିରେ ଥିବା ଭିଟାମିନ୍‌ ସି ନର୍ଭସ୍‌ ସିଷ୍ଟମକୁ ଠିକ୍‌ ରଖିବାରେ ସହାୟକ ହୋଇଥାଏ। ଏହା ହାଡ଼ ମଜଭୁତ କରିବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
-ଫୁଲକୋବି ରସ ପିଇଲେ ରକ୍ତ ପରିଷ୍କାର ହୋଇଥାଏ।
-ପୋଲିଓ ପାଇଁ ଏହା ଏକ ଅମୋଘ ଔଷଧ। ଫୁଲକୋବି ରସ ସହ ଗାଜର ରସ ମିଶାଇ ପିଇଲେ ପୋଲିଓ ଠିକ୍‌ ହୋଇଥାଏ।