Categories: ଖେଳ

ଶିଖର ଧାଓ୍ବନଙ୍କ ମେକ୍‌ଅପ୍‌ କଲେ ପୁଅ ଜୋରାଭର୍‌

ଲକ୍‌ଡାଉନ୍‌ ଏବେ କ୍ରିକେଟ୍‌ ସିରିଜ୍‌ ନ ଥିବାରୁ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଭାରତୀୟ କ୍ରିକେଟର୍‌ ଶିଖର ଧାଓ୍ବନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପୁଅ ଜୋରାଭର ସହ ସେ ଅନେକ ମଜାଳିଆ ଭିଡିଓ ଶେୟାର କରିଥାନ୍ତି। ନିକଟରେ ପୁଅ ଜୋରାଭରଙ୍କ ସହ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଜୋରାଭର୍‌ ବାପାଙ୍କ ମେକଅପ୍‌ କରୁଥିବାର ଦେଖାଯାଇଛି। ଏହି ଭିଡିଓକୁ ଦର୍ଶକ ମଧ୍ୟ ବେଶ୍‌ ପ୍ରଶଂସା କରାଯାଇଛି।

Share