ବିଜେପୁର, ୨୧।୮ (ଡି.ଏନ୍.ଏ.): ମୁନୁଷ୍ ପୁର୍ଥିରୁ ଯାଇ ଚଁଦର୍ରେ ପୁହୁଁଚିଲାନ। ହେଲେ ଆଏଜ୍ ବି ଆମର ସମାଜରୁ ଅଁଧ୍ ବିଶୁଆସ, କୁସଂସ୍କାର ନାଇଁ ଯିବାର। ମୁନୁଷ୍ ମରିଗଲା ଉତାରୁ ବି ଶବ ସତ୍କାର କରବାକେ ଜାତି ଭାଇ ନାକ୍ ଟେକୁଛନ୍। ଏନ୍ତା ପରିସ୍ଥିତିରେ ରାତାରାତି ଶବ ସତ୍କାର କରବାକେ ଅଁଟା ଭିଡି ଝନେ ସାମାଜିକ୍ କରମୀ ସମାଜ ଲାଗି ଉଦାହରନ୍ ସୁରୁଷ୍ଟି କରିଛନ୍।
ସୂଚନା ହିସାବେ ବରଗଡ଼ ଜିଲା ବିଜେପୁର ବ୍ଲକ ସମଲାଇପଦର ପଁଚେତ୍ ସଦରଥି ଏନ୍ତା ଗୁଟେ ଦୁଖଦ୍ ଘଟନା ଦେଖ୍ବାକେ ମିଲିଛେ। ସମଲାଇପଦରର ଉପାସୀ ଭୁଏ(୭୫)। ଆଏଜ୍କେ ଦୁଇ ବଛର ହେଲା ସେ ବେମାର ପଡ଼ିଥିଲେ। ଯେତେ ଉଷୋକଷା କଲେ ବି ସେ ଭଲ ନାଇଁ ହେଉଥାଇ। ଗଲା ମାସେ ତଲେ ତକର କାନେ ଗୁଟେ ଘା’ ହେଇଥିଲା। ହେଲେ ସେବା ଯତନ୍ ଅଭାବୁ ଘା’ରେ ପୋକ୍ ହେଇଯାଇଥିଲେ। ଗଲା ରଏବାର ବେଲବୁଡର ୫ ବଜେ ସବୁଦିନର ଲାଗି ତାକର ନିଶାସ୍ ବଁଦ୍ ହେଇଗଲା। ଶବ ସତ୍କାର କରବାର ଲାଗି ଉପାସୀର ପୁଓ ମଗଶିର ଭୁଏ(୩୨) ଆର ନାତି ସୁଦାମ ଖଣ୍ଡା(୨୦) ଜାତି ଭାଇମାନକୁ ବିନ୍ତି କଲେ। ହେଲେ ଜାତି ଭାଇମାନେ ବୁଢ଼ୀର ଶବ୍କେ ଛିଁଲେ ଜାଏତ୍ ହେବାକେ ପଡ଼ବା ବଲି କେହି ପାସ୍କେ ନାଇଁ ଆଏଲେ। ଏନ୍ତାଥି ମଗଶିରକେ ଚାରହିକୁତି ଅଁଧାର ଦିଶ୍ଲା। ୫ ଘଁଟା ତକ୍ ମୁରଦାର ଘରେ ପଡ଼ି ରହେଲା। ଇ ଖବର ପାଇ ପାର୍ବତୀ ଗିରୀ ବୃଦ୍ଧାଶ୍ରମର ପରିଚାଲକ ଜଳନ୍ଧର ପଟେଲ ଆର ତାକର ପୁଓ ବିକାଶ ପଟେଲ ମଗଶିରକେ ସାହାଯ୍ କରବାକେ ଅଁଟା ଭିଡ଼ିଥିଲେ। ପୁଓ ନାତି ସଂଗେ ଦୁଇ ବାପ୍ପୁଓ ମିଶି ରାତାରାତି ଶବ ସତ୍କାର ଲାଗି ମଶାନ୍ପଦାକେ ନେଇଥିଲେ। ସାମାଜିକ୍ କରମୀକଁର ଇ ମହତ୍ କାଯ୍କେ ପାସର ଆସର ପଁାଚ୍ପାଲି ଗଁାର ଲୋକ୍ ବଡ଼ଭାରି ପରଶଁସା କରିଛନ୍।
Posted inଆମ ଜିଲା ଖବର, ବରଗଡ଼ View All
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…
କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...
ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…
ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...
ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…
ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...
ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ…
ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
Archives


