ଲେବଲ କ୍ରସିଂରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରେନ୍‌, ୭ମୃତ

ଏଲ ମାର୍କସ,୩।୮: ମେକ୍ସିକୋର ଉତ୍ତରରେ ଥିବା କୁରେଟାରୋ ସହରରେ ଏକ ଟ୍ରେନ୍‌ କ୍ରସିଂ ଗେଟ୍‌ରେ ଏକ ଛୋଟ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରେନ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି। ଏଲ ମାର୍କସ ଟାଉନସିପର ନାଗରିକ ସୁରକ୍ଷା ମୁଖ୍ୟ ଏଲେଜାଣ୍ଡ୍ରୋ ଭାଜେକବେଜ ମେଲାଡୋ କହିଛନ୍ତି ୧୭ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Share