Categories: ଜାତୀୟ

ଲକ୍ଷ୍ନୌ-ନୂଆଦିଲ୍ଲୀ ମଧ୍ୟରେ ଅକ୍ଟୋବରରେ ଗଡ଼ିବ ତେଜସ ଏକ୍ସପ୍ରେସ

ନୂଆଦିଲ୍ଲୀ,୨୧।୯: ଲକ୍ଷ୍ନୌ ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବାକୁ ଥିବା ତେଜସ ଏକ୍ସପ୍ରେସ୍‌ ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। କାରଣ ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅକ୍ଟୋବର ୪ରେ ସବୁଜ ପତାକା ଦେଖାଇବାକୁ ଥିବା ବେଳେ ଏହା ବ୍ୟବସାୟୀକ ଭାବେ ଅକ୍ଟୋବର ୫ରେ ଯାତ୍ରା ଆରମ୍ଭ କରିବ ବୋଲି ସୂଚନା ମିଳିଛି। ତେବେ ଆଇଆର୍‌ ସିଟିସିର ତେଜସ୍‌ ଏକ୍ସପ୍ରେସରେ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରିବାର ସର୍ବନିମ୍ନ ଭଡା ରହିଛି ୧୧୨୫ ଟଙ୍କା। ସେହିପରି ଏକ୍ସଜିକ୍ୟୁଟିଭ ଚେୟାର କାରର ଭଡା ରହିଛି ୨୩୧୦ଟଙ୍କା।

Share