ରୋଜ୍‌ ଡେ’ରେ ଟପ୍‌ଲେସ୍‌ ହେଲେ ଅଧ୍ୟୟନଙ୍କ ପ୍ରେମିକା, ଭାଇରାଲ ହେଉଛି ଫଟୋ

ବମ୍ବେ: ଚର୍ଚ୍ଚାରେ ଶେଖର ସୁମନଙ୍କ ପୁଅ ଅଧ୍ୟୟନଙ୍କ ପ୍ରେମିକା ମାୟରା ମିଶ୍ରା। ଭ୍ୟାଲେଣ୍ଟାଇନ୍‌ ସପ୍ତାହର ପ୍ରାରମ୍ଭ ରୋଜ୍‌ ଡେ’କୁ ନେଇ ଏକ ପୋଷ୍ଟ ଏହାର କାରଣ। ନିଜର ଇନ୍‌ଷ୍ଟା ପୃଷ୍ଠାରେ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇ ମାୟରା ଏକ ଟପ୍‌ଲେସ ଫଟୋ ଶେୟାର କରିଛନ୍ତି। ଫଟୋରେ ବ୍ଲୁ ଡେନିମ୍‌ ପିନ୍ଧିଛନ୍ତି ମାୟରା। ଏହା ବେଶ ଭାଇରାଲ ହେଉଛି।

ମାୟରା ଜଣେ ମଡେଲ ଏବଂ ଅଭିନେତ୍ରୀ। ଏମ୍‌ଟିଭିରେ ପ୍ରସାରିତ ସ୍ପ୍ଲିଟ୍‌ଭିଲା-୧୧ରେ ସେ ନଜରକୁ ଆସିଥିଲେ। କିଛିଦିନ ଧରି ଅଧ୍ୟୟନଙ୍କୁ ଡେଟ୍‌ କରୁଛନ୍ତି ସେ। ନିକଟରେ ଉଭୟଙ୍କ ଏକ ଗୀତ ରିଲିଜ୍‌ ହୋଇଥିଲା। ଦର୍ଶକେ ଏହାକୁ ବେଶ ପସନ୍ଦ କରିଥିଲେ।

Share