ରୋଗ୍‌ରେ ଶଢ଼ୁଛନ୍‌ ବନମାଳୀ:ସରକାରୀ ସୁବିଧାରୁ ବଁଚିତ୍‌ ଅସାହା ପରିବାର

ଭବାନୀପାଟଣା,୧୭।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧୀନ ମଣ୍ଡଳ ଗଁାର ବନମାଳୀ ପାଲ। ସେ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ କୁଟୁମ ପୁଷବାର ଲାଗି ବାହାର ରାଏଜ୍‌କେ ଦାଦନ୍‌ ଖଟି ଯାଉଥିଲେ। ହେଲେ ସେଠାନେ ଦିହିପା ଖରାପ ହେଲାରୁ ଗଁାକେ ପଲେଇ ଆଏଲେ। ଏହେଦେ ତାକର ଦୁଖ୍‌ କହେଲେ ନାଇଁସାରେ।
ସୂଚନା ହିସାବେ ବନମାଳୀ ପାଲକଁର ପରିବାର କହେଲେ ମାଏକିନା ଟୁନୀ ପାଲ, ଝି’ ପୁଷ୍ପା ଆର ଭିନ୍ନକ୍ଷମ ପୁଓ ଟିକେ। ପରବାରଟା ନିହାତି ଗରିବ୍‌। ବନମାଳୀ ଦାଦନ୍‌ ଖଟି କୁଟୁମ ପୁଷୁଥିଲେ। ହେଲେ ବାହାର ରାଏଜେ କାମ୍‌ କଲାବେଲେ ତାକର ଦିହିପା ଖରାପ ହେଇଥିଲା। ଡାକ୍‌ତର ଦେଖାଲେ ହେଲେ କିଛି ଲାଭ ନାଇଁହେଲା। ଶେଷେ ନିଜର ଗଁା ମଣ୍ଡଳକେ ଫିରି ଆଏଲେ। ଭିନେ ଭିନେ ଜାଗାରେ ଚିକିସତ୍ା କରାଲେ, ରୋଗ୍‌ ଜନା ନାଇଁ ପଡ଼ଲା। ପଛେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯାଇ ଦେଖାଲେ। ସେଠାନେ ଚିକିସତ୍ା ଅଧ୍‌କାରୀ ଶିବାଶିଷ ସ୍ବାଇଁ ବନମାଳୀକେ ଯକ୍ଷ୍ମା ରୋଗ୍‌ ହେଇଥିବାର ଠଉରେଇ ଥିଲେ। ଗଲା ୧୨ ତାରିଖରୁ ତାକର ଚିକିସତ୍ା ଆରମ କରାଯାଇଛେ। ଇଆଡ଼େ ଚିକିସତ୍ା ଲାଗି ଆଗରୁ ବନମାଳୀ ଯେନ୍‌ ଟିକେରଁଚେ ସଁଚିଥିଲେ ସବୁ ସାରିଦେଇଛନ୍‌। ବନମାଳୀ ଘରର ଗୁଟେବଲି କମାନିଅଁା ଲୋକ୍‌। ସେ ରୋଗ୍‌ରେ ଖଟେ ପଡ଼ିରହେଲା ବେଲେ ଏହେଦେ ଘରର ଅବସ୍‌ତା ଦୁହୁଲି ଯାଇଛେ। ପରିବାଟା ବିପିଏଲ ଅନ୍ତ୍ୟୋଦୟ କାର୍ଡରେ ଚାଉଲ ପାଉଛନ୍‌, ହେଲେ ସେଟା ୪ ପରାନୀ କୁଟୁମକେ ନିହଁଟ ପଡ଼ୁଛେ। କୁଟୁମଟା ରହୁଥିବାର କୁଡ଼ିଆ ଘର ବି ବରଷାରେ ଭୁଷଲି ଯାଇଛେ। ଏହେଦେ ଇ ଦୁଖି ପରିବାର ନିଜର ଝନେ ଲଗେଲେସର ଘରେ ଆଶ୍‌ରେ ନେଇଛନ୍‌। ଇଆଡ଼େ ଝି’ ପୁଷ୍ପାର ବିହାଘର ଚଲତି ମାସର ୬ ତାରିଖ ଥିଲା। ହେଲେ ଘରର ପରିସ୍ଥିତି ଲାଗି ବିହାଘର ଘୁଚେଇ ଦିଆଯାଇଛେ। ଇଆଡ଼େ ପୁଓ ଭିନ୍ନକ୍ଷମ, ସେ ବି କେହେନ୍‌ସି ପରକାର ସରକାରୀ ସୁବିଧା ସୁଯୋଗ ନାଇଁ ପାଏବାର। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ତାକର ଥଇଥାନ ଆର ସରକାରୀ ସୁବିଧା ସୁଯୋଗ ଯୁଗେଇ ବେବାର ଦିଗେ ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri