Categories: ଜାତୀୟ

ରେଲଓ୍ବେ ଟିକେଟରେ ମୋଦିଙ୍କ ଫଟୋ:୨ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୧୬।୪: ନିର୍ବାଚନ ପ୍ରଚାରକୁ ନେଇ ନିର୍ବାଚନ ଆୟୋଗ କଠୋର ହେଉଥିବା ବେଳେ ସୋମବାର କେତେଜଣ ନେତାଙ୍କ ପ୍ରଚାର ଉପରେ କଟକଣା ଲଗାଇଛନ୍ତି। ଇତିମଧ୍ୟରେ ଭାରତୀୟ ରେଳ ବିଭାଗର ଟିକେଟରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ। ଏହାପରେ ରେଲଓ୍ବେର ୨ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ନିର୍ବାଚନ ଆୟୋଗ ରେଳ ବିଭାଗକୁ ଏ ସମ୍ପର୍କରେ ନୋଟିସ୍‌ ଜାରି କରିଛନ୍ତି।

Share