Categories: ଜାତୀୟ

ରାସନ କାର୍ଡଧାରୀଙ୍କୁ ମିଳିପାରେ ଆଉ ୧ କିଲୋ ଅଧିକ ଗହମ, ଚିନି, ଚାଉଳ

ନୂଆଦିଲ୍ଲୀ,୩।୬: ଖୁବ୍‌ଶୀଘ୍ର ରାସନ କାର୍ଡଧାରୀଙ୍କୁ ଅଧିକ ୧ କିଲୋ ଚାଉଳ, ଚିନି ଓ ଗହମ କେନ୍ଦ୍ର ସରକାର ଦେଇପାରନ୍ତି ବୋଲି କୁହାଯାଉଛି। ଏହାମଧ୍ୟ ସବ୍‌ସିଡି ଦରରେ ମିଳିବ। ଯଦି ଏହା ଲାଗୁ କରାଗଲା ତେବେ ଏହାଦ୍ୱାରା ୧୬.୩ କୋଟି ଲୋକ ଉପକୃତ ହେବେ ବୋଲି କୁହାଯାଉଛି। ଏବେ ୨.୫ କୋଟି ପରିବାରଙ୍କୁ ଏହି ସବୁିଧା ମିଳୁଥିବା ସୂଚନା ରହିଛି।

Share