Posted inଫୁରସତ

ରାଶି ଅନୁଯାୟୀ ପେଟ୍‌

ଘରେ ଗୃହପାଳିତ ଜୀବ ଥିଲେ ସେମାନଙ୍କ ସହ ସମୟ ବିତେଇବା ଦ୍ୱାରା ଅବସାଦ ଦୂର ହୋଇଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି ।
ତେବେ ରାଶି ଅନୁଯାୟୀ ଗୃହପାଳିତ ଜୀବ ରଖିବା ଦ୍ୱାରା ଏହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡିଥାଏ। ଜାଣନ୍ତୁ ସେ ସମ୍ପର୍କରେ…

* ପ୍ରାକୃତିକ ତଥା ସୁନ୍ଦର ବାତାବରଣ ମଧ୍ୟରେ ରହିବାକୁ ପସନ୍ଦ କରୁଥିବା ତୁଳା ରାଶିର ବ୍ୟକ୍ତିମାନେ ପର୍ଶିଆନ୍‌ ବିଲେଇକୁ ପୋଷା ଭାବେ ରଖିବା ଭଲ।

* ସାଧାରଣତଃ ଚଞ୍ଚଳ ସ୍ବଭାବର ହୋଇଥିବା ବିଛା ରାଶି ବ୍ୟକ୍ତିଙ୍କ ଲାଗି ବିଲେଇ ଏକ ଉତ୍ତମ ଗୃହପାଳିତ ଜୀବ।

* ସ୍ବତନ୍ତ୍ରତା, ଆତ୍ମନିର୍ଭରଶୀଳ ତଥା ଆଶାବାଦୀ ସ୍ବଭାବର ଧନୁରାଶିର ବ୍ୟକ୍ତିମାନେ କଇଁଛ କିମ୍ବା ମାଛକୁ ପୋଷା ଜୀବ ଭାବେ ରଖିପାରିବେ।

* ନିଜର ପରିଶ୍ରମ ଲାଗି ପରିଚୟ ଲାଭ କରୁଥିବା ମକର ରାଶି ବ୍ୟକ୍ତିଙ୍କ ଲାଗି କୁକୁର ଏକ ଉତ୍ତମ ଗୃହପାଳିତ ଜୀବ।

* ନିଜ ଜୀବନରେ ଅନ୍ୟମାନଙ୍କ ଦଖଲ ପସନ୍ଦ ନ କରୁଥିବା କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଲାଗି ଲଭବାର୍ଡସ୍‌ ଏକ ଉତ୍ତମ ପୋଷା ଜୀବ।

* ସମ୍ବେଦନଶୀଳ, ଖୋଲା ହୃଦୟ ସ୍ବଭାବର ହୋଇଥିବା ମୀନ ରାଶି ବ୍ୟକ୍ତିଙ୍କ ଲାଗି ମାଛ ବା ଠେକୁଆକୁ ପାଳିବା ଶୁଭପ୍ରଦ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri