Categories: ଜାତୀୟ

ରାଜ୍ୟ ସଭା: ୧୨ ଟା ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୨୩।୭: କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସହ କଥା ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ କୁଆଡେ ଅନୁରୋଧ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆମେରିକା ଗସ୍ତ କରିଥିବା ସମୟରେ ଏମିତି ଏକ ମନ୍ତବ୍ୟ ରଖିଥିଲେ ଟ୍ରମ୍ପ। ମଙ୍ଗଳବାର ଏହାକୁ ନେଇ ରାଜ୍ୟ ସଭାରେ ବିରୋଧି ଶାସକ ଦଳଙ୍କୁ ଘେରିଛନ୍ତି। ଫଳରେ ରାଜ୍ୟ ସଭାକୁ ଦିନ ୧୨ ପର୍ଯ୍ୟନ୍ତ ମୁଲତବି କରାଯାଇଛି।

Share